ସବ୍ୟସାଚୀ ପଣ୍ଡାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୩।୧୧: ଓଡ଼ିଶାର ବିଭିନ୍ନ କୋର୍ଟରେ ବିଚାରାଧୀନ ୬୪ ମାମଲାର ତ୍ୱରିତ ଶୁଣାଣି ସକାଶେ ନିର୍ଦ୍ଦେଶ ଦେବା ପାଇଁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ବୁଧବାର ସୁପ୍ରିମକୋର୍ଟ…

ଗେହଲଟ୍‌, ପାଇଲଟ୍‌ ପୁଣି ମୁହଁ।ମୁହିଁ

ଜୟପୁର, ୩।୧୧: ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ଶେଷ ହେବାପରେ ରାଜସ୍ଥାନ କଂଗ୍ରେସରେ କ୍ଷମତା ପାଇଁ ପୁଣି ମୁହଁ।ମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା

ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି ।…

ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ

ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା…

ସିଆର୍‌ପିଏଫ୍‌, ଆର୍‌ଏଏଫ୍‌ରେ ମହିଳାଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍‌ସ୍ପେକ୍ଟର…

୨% ପିଉଛନ୍ତି ଟ୍ୟାପ୍‌ ପାଣି

ନୂଆଦିଲ୍ଳୀ, ୩।୧୧: ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍‌ଯୋଗେ ପାନୀୟ ଜଳ ସୁବିଧା ଉପଲବ୍ଧ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ…

ହେମନ୍ତ ସୋରେନଙ୍କୁ ଇଡି ଡାକରା

ରାଞ୍ଚତ୍,୩ା୧୧: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ସମନ କରିଛି। ତାଙ୍କୁ ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର…

୬ ରାଜ୍ୟର ୭ ବିଧାନସଭା ଆସନରେ ଉପ-ନିର୍ବାଚନ…

ନୂଆଦିଲ୍ଲୀ,୩।୧୧: ଦେଶର ୬ ଟି ରାଜ୍ୟରେ ୭ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାରତୀୟ…

ଦିନକୁ ୪୩ କେଜିର ମାଇକ୍ରୋପ୍ଲାଷ୍ଟିକ ଗିଳୁଛନ୍ତି ବ୍ଲୁ ହ୍ବେଲ୍‌

ଓ୍ବାଶିଂଟନ୍‌, ୩।୧୧: ସମୁଦ୍ର ଜଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କାରଣରୁ ସେଠାରେ ବାସ କରୁଥିବା ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡ଼ିଯାଇଛି। ତେବେ ପୃଥିବୀର ସବୁଠାରୁ ବିଶାଳ ପ୍ରାଣୀ…

୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି।…