୩ ଜଣିଆ ଖଣ୍ଡପୀଠରେ ହେବ ଫ୍ରିବିଜ୍‌ ଶୁଣାଣି

ନୂଆଦିଲ୍ଲୀ,୨ା୧୧(ପି.ଟି.): ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଥିବା ମାଗଣା ସହାୟତା ପ୍ରତିଶ୍ରୁତି ବିରୋଧରେ ହୋଇଥିବା ପିଟିଶନର ଶୁଣାଣି ଲାଗି ଏହାକୁ ୩…

ଆଜି ପବିତ୍ର ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୨।୧୧: ଆଜି ପବିତ୍ର ଅଁଳା ନବମୀ। ୨ ବର୍ଷ ପରେ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ। ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି।…

ଲିଙ୍ଗାୟତ ମହନ୍ତଙ୍କୁ ହନିଟ୍ରାପ୍‌ରେ ଫସାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ

ବେଙ୍ଗାଲୁରୁ,୨ା୧୧: କର୍ନାଟକର ଲିଙ୍ଗାୟତ ସନ୍ଥ ବାସବଲିଙ୍ଗା ସ୍ବାମୀ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଥିବା ପୋଲିସ ଜଣେ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଓ ଉକ୍ତ ମଠର ଜଣେ…

ବୀମା କ୍ଷତିପୂରଣ ନ ଦେଲେ ଭୋଟ୍‌ରେ ଜବାବ ଦେବୁ

ପଦ୍ମପୁର,୨।୧୧(ଡି.ଏନ.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଅଥଚ ଦେଶର ଚାଷୀମାନେ ଆଜି ମଧ୍ୟ ଶୋଷିତ, ଋଣଗ୍ରସ୍ତ ଏବଂ ଅବହେଳିତ ଅବସ୍ଥାରେ…

ଆମେରିକୀୟ ର଼୍ୟାପର୍‌ଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌, ୨ା୧୧: ଆମେରିକୀୟ ର଼୍ୟାପର୍‌ ଟେକ୍‌ଅଫ୍‌ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍‌ ହୋଷ୍ଟନ୍‌ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍‌ ଗେମ୍‌କୁ କେନ୍ଦ୍ର କରି ଟେକ୍‌ଅଫ୍‌…

୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ ସହନଶୀତଳା ଆଭିମୁଖ୍ୟ ପୋଷଣ କରି ଆସିଛନ୍ତି। ତଦନୁଯାୟୀ ମଙ୍ଗଳବାର ରାଜ୍ୟ ସରକାର ଆଉ…

ପିଜି ବଳକା ସିଟ୍‌ ନାମଲେଖା: ଆବେଦନ ଆରମ୍ଭ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି…

ବିକାଶ ଦୁବେଙ୍କ ୧୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ୧୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଜବତ କରିଛି। ପୋଲିସ ଏନ୍‌କାଉଣ୍ଟରରେ ନିହତ…

ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡ଼ାକଡ଼ି ହେବ ଯାଞ୍ଚ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ରାଜ୍ୟ ପରିବହନ ବିଭାଗ ପରିସଂଖ୍ୟାନର ୧ ମାସର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି…

ସ୍ମାର୍ଟକେମ୍‌ କମ୍ପାନୀ କାର୍ଯ୍ୟକୁ ବିରୋଧ ଜାରି

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନୀର ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲୋଜି ନାମକ ଏକ କାରଖାନା ନିର୍ମାଣକୁ ସ୍ଥାନୀୟ…