Categories: ବାଣିଜ୍ୟ

ବିଜ୍‌ନେସ୍‌ ପାଓ୍ବାର ଲିଷ୍ଟ୍‌-୨୦୨୨

ଗତ ୨ ବର୍ଷର କୋଭିଡ୍‌ଜନିତ ଆର୍ଥିକ ଦୁଃସ୍ଥିତିକୁ ସାମ୍ନା କରିଥିବା ଉଦ୍ୟୋଗଜଗତ ବିଦାୟୀ ବର୍ଷ ୨୦୨୨ରେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲା। ରାଜ୍ୟର ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଉଦୀୟମାନ ଉଦ୍ୟୋଗୀମାନଙ୍କଠାରୁ ଆରମ୍ଭକରି ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସେହିମାନଙ୍କୁ ନେଇ ଧରିତ୍ରୀ ପକ୍ଷରୁ ବିନା କୌଣସି
କ୍ରମରେ ପ୍ରସ୍ତୁତ କରାଯାଇଥିବା ବିଜ୍‌ନେସ୍‌ ପାଓ୍ବାର ଲିଷ୍ଟ୍‌କୁ
ଏଠାରେ ସ୍ଥାନିତ କରାଯାଇଛି…

Share