୨ ମାସ ପରେ ବି କାମ ଆରମ୍ଭ ହେଲାନି

ଯାଜପୁର ଅଫିସ,୩୧।୧୨: ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ଥିବା ଶଙ୍ଖଚିଳା ଠାରୁ ବରେଇ ଭାୟା ତଣ୍ଡରା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଏହାର ମରାମତି…

ମେଶିନ ବଦଳରେ ଜବ୍‌କାର୍ଡଧାରୀଙ୍କୁ କାମ ଦିଅ

ଏରସମା,୩୧।୧୨(ସ୍ବ.ପ୍ର.): ଏରସମା ବ୍ଲକ ସଭାଗୃହରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି। ଅଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ…

ପଦନିପାଳ ସରପଞ୍ଚ, ଅନ୍ୟମାନଙ୍କ ନାମରେ ମାମଲା ରୁଜୁ

ଆଳି,୩୧।୧୨(ଡି.ଏନ.ଏ.): ଆଳି ଥାନା ପଦନୀପାଳ ଗ୍ରାମର ମାଳତି ମଲ୍ଲିକଙ୍କ ସ୍ଥିତିବାନ ସତ୍ତ୍ୱକୁ ଜଣେ ବ୍ୟକ୍ତି ଉପଯୋଗ କରି ବାଲି ଚାଲାଣ କରୁଛନ୍ତି। ସେ ଗ୍ରାମର କେତେଜଣ ମହିଳାଙ୍କୁ…

୪୧ ପଦକ ଜିତିଲେ ପ୍ରତିଯୋଗୀ

ସେମିଳିଗୁଡା,୩୧ା୧୨(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ସର୍ବ ଭାରତୀୟ କରାଟେ ଚାମ୍ପିୟନଶିିପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ୪ ରାଜ୍ୟରୁ ୮୦୦ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ…

ଭିତରକନିକା, ଗହୀରମଥାକୁ ଜଗିବ ଡ୍ରୋନ

ରାଜନଗର, ୩୧।୧୨(ଡି.ଏନ.ଏ.): ପ୍ରକୃତିର ଗନ୍ତାଘର ଭିତରକନିକା ଓ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ଜଗିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୧ା୧୨: ଦିନକ ପରେ ପୁଣି ଥରେ ଷ୍ଟକ୍‌ ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ…

ମାଣ୍ଡିଆ କିଣାକୁ ବିରୋଧ କଲେ ଗ୍ରାମବାସୀ

ଦଶମନ୍ତପୁର, ୩୧ା୧୨ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ.ମାଲକାନଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଣ୍ଡିଆ କିଣାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଖବରପାଇ ପୋଲିସ…

ବୃଦ୍ଧି ପାଉଛି ଦେଶର ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୩୧ା୧୨: ଚଳିତ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପୂର୍ଣ୍ଣ ବର୍ଷର ବଜେଟ୍‌ ଆକଳନର ୫୯ % ନିକଟତର ହୋଇଛି। ଏପରିକି ଶୁକ୍ରବାର କଣ୍ଟ୍ରୋଲର…

୫ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଆଉ ସେଥି…

ମେଡିକାଲ ଏଜେନ୍ସିରେ ଜିଏସ୍‌ଟି ଚଢ଼ାଉ

ଝାରସୁଗୁଡ଼ା ଅଫିସ,୩୧ା୧୨: ଝାରସୁଗୁଡା ସହରରେ ଥିବା ଅମିତ ମେଡିକାଲ ଏଜେନ୍ସିରୁ କିଛିଦିନ ତଳେ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଥିଲା। ତଦନ୍ତ ପରେ ଏହାର ଚେର…