ସେମିଫାଇନାଲରେ ଟସ୍‌ ଜିତିଲା ଇଂଲଣ୍ଡ

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ…

ମୈନପୁରୀରୁ ଲଢ଼ିବେ ଡିମ୍ପଲ…

ଲକ୍ଷ୍ନୌ,୧୦।୧୧ : ସମାଜବାଦୀ ପାର୍ଟି ପକ୍ଷରୁ   ମୈନପୁରୀ ଲୋକସଭା  ଉପ-ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ…

ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିବି: ସଞ୍ଜୟ

ନୂଆଦିଲ୍ଲୀ,୧୦।୧୧: ପତ୍ରା ଚଲ ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଚୟ ରାଉତ ତିନି ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବାର ଦିନକ ପରେ…

ଟ୍ରକ୍‌ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକ ଉଦ୍ଧାର

ଛେଣ୍ଡିପଦା,୧୦ା୧୧(ସ୍ବ.ପ୍ର.): ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ଗ୍ରାମ ଅରୁଣ ଶହୀଦ ସ୍ତମ୍ଭ ନକଟରେ ଥିବା ଏକ ଟ୍ରକ୍‌ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ…

ସ୍ବୀକୃତି ଅପେକ୍ଷାରେ ସୁପାରିସ

ଅନୁଗୋଳ ଅଫିସ, ୧୦ା୧୧: ପର୍ଯ୍ୟଟକ ଦେଖିପାରିବେ ପ୍ରାଚୀନ ଐତିହ୍ୟ। ସାକ୍ଷୀ ରହିପାରିବେ ପୁରାତନ ପରମ୍ପରା, କଳା ଓ ସଂସ୍କୃତିର। ହେଲେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବାରେ ପ୍ରତିବନ୍ଧକ ସାଜିଛନ୍ତି…

ଜାଣନ୍ତି ସୂର୍ଯ୍ୟମୁଖୀ ଫୁଲର ମୁହଁ ସୂର୍ଯ୍ୟଙ୍କ ଆଡ଼କୁ କାହିଁକି ଥାଏ

କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ସୂର୍ଯ୍ୟମୁଖୀ ଫୁଲର ମୁହଁ କାହିଁକି ସୂର୍ଯ୍ୟଙ୍କ ଆଡ଼କୁ ଥାଏ। ଏହା ପଛର କାରଣ କ’ଣ ଜାଣିବା ପାଇଁ ଆଜି ବି…

ମାଳଦ୍ୱୀପରେ ଅଗ୍ନିକାଣ୍ଡ: ୯ ଭାରତୀୟ ମୃତ୍ୟୁ

ମାଲେ,୧୦।୧୧: ମାଳଦ୍ୱୀପ ରାଜଧାନୀ ମାଲେରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।…

ଭାଜପାର ୧୬୦ ପ୍ରାର୍ଥୀ ତାଲିକାରେ ୩୮ ନୂଆ ଚେହେରା…

ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବହୁ ବିଚାର ବିମର୍ଷ ପରେ ଭାଜପା ଗୁରୁବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ମୋଟ ୧୮୨ ଟି…

ଉସତାଲି ଘାଟିରୁ ବଜ୍ରକାପ୍ତା ଉଦ୍ଧାର

ହେମଗିରି,୧୦ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରିସ୍ଥିତ ଉସତାଲି ଘାଟି ନିକଟରୁ ଗୁରୁବାର ଭୋର୍‌ ସମୟରେ ବନ ବିଭାଗ ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ମିଳିଥିବା ସୂଚନାନୁସାରେ, ଉସତାଲି ଠାରେ…

ଆଦର୍ଶ ସାଜିଛନ୍ତି ଏସ୍‌ଏଚ୍‌ଜି ମହିଳା

ଢେଙ୍କାନାଳ ଅଫିସ, ୧୦ା୧୧: ଢେଙ୍କାନାଳର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ରାଜ୍ୟରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଜିଲାକୁ ଆଦର୍ଶ ଜିଲାରେ ପରିଣତ କରିବାରେ ସେମାନଙ୍କ ଭୂମିକା…