ଇଣ୍ଟରନେଟ୍ ଏବଂ ସ୍ମାଟ୍ଫୋନ ଦୁନିଆରେ ହ୍ୟାର୍କ୍ସମାନଙ୍କ ପାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଉଛି। ସେମାନଙ୍କ ଜାଲରେ ଫସିଲେ ଯେକେହି ହ୍ୟାକିଂ ନଚେତ ଅନ୍ଲାଇନ୍ ଠକେଇର ଶିକାର ହେବେ।…
କଲମ୍ବୋ,୬।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦୁବାଇରୁ ସ୍ବଦେଶ ଫେରିଛନ୍ତି। ତାଙ୍କ ସରକାରର ପରିଚାଳନାଗତ ତ୍ରୁଟି କାରଣରୁ ଦେଶରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଦେଖାଦେଇଥିଲା। ସରକାରଙ୍କ…
ବଡ଼ସାହି,୬ା୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତର ଟିକାୟତ ପୁର ଗ୍ରାମରେ ନିଆଁରେ ପୋଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେ ହେଲେ…
ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଗଲା ଗଭର୍ନର ହାଉସ୍ ବେଲଜିୟମ ପୁରୁଷ ହକି ଦଳ, ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ …
ନୂଆଦିଲ୍ଲୀ,୬।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ଅଞ୍ଚଳରେ ମାଟି ଦବିଛି। ଫଳରେ ଶହ ଶହ ଘରେ ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଜୋଷୀମଠରେ…
ମୋରଡ଼ା,୬ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ଥିବା ନିଚୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି। କ୍ଲାସ…
ବାରିପଦା ଅଫିସ,୬ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି।…
ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ସବୁ…
ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରୀ ଦାଖଲ ପାଇଁ କମିଶନରେଟ୍ ପୋଲିସ ଶୁକ୍ରବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେସ…
ଗ୍ରାମୀ ପୁରସ୍କାର ବିଜେତା ଗାୟିକା ଟେଲର ସ୍ବିଫ୍ଟଙ୍କ ବିଲେଇ ଅଲିଭିଆ ବେନସନ ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ସାମିଲ ହୋଇଛି। ମୋଟ ସମ୍ପତ୍ତି ମାମଲାରେ ସେ…