ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨୦, ୨୦୨୩ )

ଭାସମାନ ଟ୍ୟୁବରେ ଥିବା ମତ୍ସ୍ୟଜୀବୀ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ମାଛ ଧରୁଛନ୍ତି

ଟିପିଏସ୍‌ଓଡିଏଲ୍‌ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା: କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦।୧: ବ୍ରହ୍ମପୁର ଟିପିଏସ୍‌ଓଡିଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କୁ ଟାଟାପାୱାରର ଜଣେ ଅଧିକାରୀ ଅସଦାଚରଣ ସହ ଯୌନ ନିର୍ଯାତନା ଦେଉଥିବା…

 ବଢ଼ୁଛି କ୍ରେଜ୍‌: ଲିଜେଣ୍ଡସ୍‌ ଲିଗ୍‌ରେ ଖେଳିବା ନେଇ ସ୍ପଷ୍ଟ କଲେ କ୍ରିସ ଗେଲ୍‌ଙ୍କ ସମେତ ଆଉ ୫ ଭେଟେରାନ୍‌

ନୂଆଦିଲ୍ଲୀ,୨୦।୧: ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫେବୃୟାରୀ ୨୭ରୁ ମାର୍ଚ୍ଚ ୮ ଯାଏ ଖେଳାଯିବ। ଏଥିରେ ଶାହିଦ ଆଫ୍ରିଦି, ମିସବା-ଉଲ୍‌-ହକ୍‌ ଏବଂ ଏସ୍‌. ଶ୍ରୀସନ୍ତଙ୍କ ଭଳି…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୨୦।୧: ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀଙ୍କ…

ବେରୋଜଗାର ନେଲା ଜୀବନ

ପାରଳାଖେମୁଣ୍ଡି,୨୦।୧: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମକ୍କାତୋଟାଆମ୍ମା ମନ୍ଦିର ପଛ ପାର୍ଶ୍ୱରେ ଥିବା ସାହିରେ ଶୁକ୍ରବାର ଜଣେ ଯୁବକ ବେକରେ ଶାଢିବାନ୍ଧି ପଙ୍ଖାରେ ଓହଳି…

ରାସ୍ତାରେ ଜଳିଗଲା ବୁଲେଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଚାହୁଁ ଚାହୁଁ ରାସ୍ତାରେ ଜଳିଗଲା ବୁଲେଟ୍‌ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସିରିପୁର ଅଞ୍ଚଳରେ । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ପଠାନ ପୂର୍ବରୁ ରିଲିଜ୍ ହେବ ‘ତୁ ଝୁଠି ମେ ମକ୍କାର’ର ଟ୍ରେଲର

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ରେ ପ୍ରଥମଥର ଲାଗି ସ୍କ୍ରିନ ସ୍ପେସ ଶେୟାର କରିବାକୁ…

୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା ଅଫିସ,୨୧।୧: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ…

ତାମିଲନାଡ଼ୁ କ୍ରୀଡ଼ାମନ୍ତ୍ରୀ ବୁଲିଲେ ଭୁବନେଶ୍ୱର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହକି ବିଶ୍ୱକପ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ ଓଡ଼ିିଶା …

ବଲିଉଡରେ ଡେବ୍ୟୁ କରିବେ ରବିନା ଟଣ୍ଡନଙ୍କ ଝିଅ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ସୋସିଆଲ ମିଡିଆରେ ସକ୍ରିୟ। ମା’ ରବିନାଙ୍କ ସହ ରାଶାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ଏହା ବ୍ୟତିତ…