ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ

ଧରାକୋଟ,୨୦ା୧(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ ଗ୍ରାମ୍ୟ…

ଆଇପିଏଲ୍‌ରେ ନଜର ଆସିବେ ଋଷଭ ପନ୍ତ… ଦିଲ୍ଲୀ କୋଚ୍‌ ପଣ୍ଟିଂଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୦।୧: ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସିତ ହେଉଛନ୍ତି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ନିକଟରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ସର୍ଜରୀ ଶେଷ ହୋଇଛି।…

ଆର୍ଜେଣ୍ଟିନା- ଫ୍ରାନ୍ସ ମ୍ୟାଚ୍‌ ଡ୍ର

ରାଉରକେଲା ଅଫିସ,୨୦।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା ଦଳର ଅଧିନାୟକ ଭିକ୍ଟର ଚାର୍ଲେଟ…

୨ ସ୍କୁଟି ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୨୦ା୧: ଝାରସୁଗୁଡ଼ା ଟାଉନ ଥାନା ଅଧୀନ ବମ୍ବେଛକ ନିକଟ କାପୁମାଲ ରାସ୍ତାରେ ୨ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି। ସେମାନେ…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଡ଼ ଭୁଲ: ଟିମ୍‌ ଇଣ୍ଡିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ,୨୦।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ୍‌। ଜାନୁୟାରୀ ୧୮ରେ ହାଇଦ୍ରାବାଦରେ ଦଳ ପ୍ରଥମ ଦିନିକିଆ ଖେଳି ୧୨ ରନ୍‌ରେ…

ବିଦାୟ ନେଲା ଦକ୍ଷିଣ ଆଫ୍ରିକା

ରାଉରକେଲା ଅଫିସ,୨୦।୧: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ…

ସ୍ଲିମ୍‌-ଟ୍ରିମ୍‌ କ୍ରିକେଟର ଆବଶ୍ୟକ ତ ଫ୍ୟାଶନ୍‌ ଶୋ’କୁ ଯାଅ: ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଘରୋଇ ଶୃଙ୍ଖଳାରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସରଫରାଜ ଖାଁଙ୍କୁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ଗତ ତିନୋଟି ଘରୋଇ ସିଜନରେ ସେ ୨୪୪୧…

କୋହଲିଙ୍କୁ ଅନ୍ତିମ ଦିନିକିଆ ନ ଖେଳିବାକୁ ପରାମର୍ଶ ଦେଲେ ଶାସ୍ତ୍ରୀ, ଦେଲେ ସଚିନଙ୍କ ଉଦାହରଣ

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ। ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଉ ଦୁଇଟି ଦିନିକିଆ ବାକି…

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ରାଉରକେଲା ଅଫିସ, ୨୦।୧: ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌…

ଥରେ ନୁହେଁ, ଛଅ ଥର ଭାଙ୍ଗିଛି ‘ମୋହବତେ’ ଅଭିନେତ୍ରୀଙ୍କ ହୃଦୟ; ଏବେ ପଡ଼ିଛନ୍ତି ଟେନିସ ତାରକାଙ୍କ ପ୍ରେମରେ…

ବମ୍ବେ: ଆଉ ଦିନକ ପରେ ନିଜର ୪୩ ତମ ଜନ୍ମଦିନ ପାଳନ କରିବେ ଅଭିନେତ୍ରୀ କିମ ଶର୍ମା । ବ୍ଲକବଷ୍ଟର ଚଳଚ୍ଚିତ୍ର ‘ମୋହବତେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ…