ବନ୍ୟପ୍ରାଣୀ ସୁରକ୍ଷା ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୯।୧୨:ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ବିଲ୍‌, ୨୦୨୨ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ବନ୍ୟପ୍ରାଣୀ(ସୁରକ୍ଷା) ଆଇନ, ୧୯୭୨ରେ ସଂଶୋଧନ କରାଯାଇ ଆଇନ ଅନୁଯାୟୀ ସୁରକ୍ଷିତ ବିଭିନ୍ନ ପ୍ରଜାତିଙ୍କ…

ବଢ଼ିଚାଲିଛି ତାଲିବାନୀ ବର୍ବରତା

କାବୁଲ,୯।୧୨:ବ୍ୟଭିଚାର, ଚୋରି, ଡ୍ରଗ୍ସ ଚାଲାଣ ଓ ଅନ୍ୟ ଅପରାଧ ପାଇଁ ଆଫଗାନିସ୍ତାନର ଉତ୍ତରାଞ୍ଚଳସ୍ଥିତ ପରଓ୍ବାନ ପ୍ରଦେଶରେ ୨୭ ଜଣ ବର୍ବରତାର ଶିକାର ହୋଇଛନ୍ତି। ତାଲିବାନ ଶାସିତ ଏହି…

କଲେଜିୟମ ବ୍ୟବସ୍ଥା ଦେଶର ଆଇନ

ନୂଆଦିଲ୍ଲୀ,୯।୧୨(ପି.ଟି.):ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଦେଶର ଆଇନ। ଏହା ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଦେଶର ଆଇନକୁ ସମସ୍ତେ…

ବାତ୍ୟା ମାଣ୍ଡୋସ: ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ, ୯।୧୨:ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ…

୬ ଲକ୍ଷ ଭାରତୀୟଙ୍କ ଡାଟା ଚୋରି

ଭିଲନିଅସ୍‌,୯।୧୨:ଅନେକ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଡେଟା ଚୋରି ହେବା ଘଟଣା ଆଜିର ସମୟରେ ଖବରର ଶିରୋନାମା ପାଲଟିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାୟୀ ୫ନିୟୁତ ଲୋକଙ୍କ ବ୍ୟକ୍ତିଗତ…

ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ଫାଟି ବର ମାତା-ପିତାଙ୍କ ସମେତ ପୋଡି ହୋଇଗରେ ୬୦ଜଣ

ଯୋଧପୁର,୯ ।୧୨: ରାଜସ୍ଥାନ ଯୋଧପୁରର ଶେରଗଡରେ ଏକ ବିବାହ ଉତ୍ସବରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଗ୍ୟାସସିଲିଣ୍ଡର ଫାଟି ଯିବାରୁ ଅତିକମରେ ୬୦ ଜଣ ପୋଡି…

ଚିଲିକାରେ ଫସିଲା ଡଙ୍ଗା: ୮ ପର୍ଯ୍ୟଟକ ଉଦ୍ଧାର

ବାଲୁଗଁା,୮ା୧୨(ଡି.ଏନ୍‌.ଏ.): କାଳିଜାଈ ଦର୍ଶନ ସାରି ୮ଜଣ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଗୁରୁବାର ଦୀର୍ଘ ସମୟ ଧରି ଚିଲିକାରେ ଫସି…

ଆଜି ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଶୁକ୍ରବାରଠାରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାନ…

୨୦୨୩ ଶେଷ ସୁଦ୍ଧା ଜୟଦେବ ପୀଠର ଉନ୍ନତୀକରଣ

ଭୁବନେଶ୍ୱର,୯।୧୨(ବ୍ୟୁରୋ):କେନ୍ଦୁଲିସ୍ଥିତ ଜୟଦେବ ପୀଠର ହେବ ଉନ୍ନତିକରଣ। ୨୦୧୯ ‘ଫନି’ ବାତ୍ୟା ପରେ ନଷ୍ଟ ହୋଇଯାଇଥିବା ପୀଠର ପୁନରୁଦ୍ଧାର ସହ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଆ…

ବିରୋଧ ପରେ ଗଙ୍ଗନଗରରେ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରାଜଧାନୀରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ବିରୋଧ ଯୋଗୁ ଉଚ୍ଛେଦ ବାଧାପ୍ରାପ୍ତ ହେଉଛି। ଗୁରୁବାର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌…