ଦର ବୃଦ୍ଧି ପାଇ ୨୭୨ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ

ଇସ୍‌ଲାମାବାଦ,୧୬।୨: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି ବଢ଼ାଇଛନ୍ତି। ଫଳରେ ପେଟ୍ରୋଲ ଲିଟର ପିଛା ୨୨ ଟଙ୍କା ୨୦ ପଇସା ବୃଦ୍ଧିପାଇ ୨୭୨ ଟଙ୍କାରେ…

ଗର୍ଭବତୀ ହରିଣକୁ ଧକ୍କା ଦେଲା ଗାଡ଼ି: ମା’ ମୃତ, ଛୁଆ ସୁସ୍ଥ

କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା ବେଳେ…

ମାରପିଟ ମାମଲାରେ ୨ ଗିରଫ

ବ୍ରହ୍ମପୁର ଅଫିସ,୧୬ା୨- ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାରପିଟ ମାମଲାରେ ନିମଖଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗ୍ରାମର ପପୁନ…

ପୁରୀରୁ ନାବାଳିକା ଉଦ୍ଧାର: ଜେଲ ଗଲେ ଅପହରଣକାରୀ

ବ୍ରହ୍ମପୁର ଅଫିସ,୧୬ା୨: ବ୍ରହ୍ମପୁର ନିମଖଣ୍ଡି ପୋଲିସ ଅପହରଣ କରାଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସେହିପରି ଅପହରଣକାରୀ ଯୁବକଙ୍କୁ ମଧ୍ୟ ସେଠାରୁ କାବୁ କରିଛି।…

ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଧରିଲା ପୋଲିସ

ସୋରଡ଼ା,୧୬।୨: ଗଞ୍ଜାମ ଜିଲା ସୋରଡ଼ା ପୋଲିସକୁ ଗୁରୁବାର ଏକ ସଫଳତା ମିଳିଛି। ପୋଲିସ ଗୋଡ଼ାଇ ଗୋଡ଼ାଇ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଛି।…

ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।…

ଦିନ ଦ୍ୱିପ୍ରହରେ ମହିଳାଙ୍କଠାରୁ ଝାମ୍ପିନେଲେ ଲକ୍ଷେ ଟଙ୍କା

ଢେଙ୍କାନାଳ ଅଫିସ,୧୬।୨: ଦିନ ଦ୍ୱିପ୍ରହରେ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର…

୩ ଦିନ ହେବ ନିଖୋଜ ଥିଲେ ବ୍ୟବସାୟୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଛତିଆ,୧୬l୧(ଡି.ଏନ.ଏ.): ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ଯୁବ ବ୍ୟବସାୟୀ ହିମାଂଶୁ ଦାସଙ୍କ ଝୁଲନ୍ତା ମୃତଦେହ କଟକ ଯାଜପୁର ସୀମାନ୍ତ ଜଙ୍ଗଲରୁ ଟାଙ୍ଗୀ ପୋଲିସ ଜବତ କରିଛି। ମୃତକ…

ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ,୧୬।୨: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ…