ବାଇକ୍‌କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍‌: ଜଣେ ମୃତ, ୪ ଆହତ

ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍‌କୁ କାର ଧକ୍କା ଦେଇ ୬ ଫୁଟ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ

ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ ଯୋଡା…

ନିଜ କଲେଜ ବସ୍‌ ଧକ୍କାରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨ା୧- ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ବାଇପାସ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କଲେଜ ବସ୍‌ ଧକ୍କାରେ ଉକ୍ତ କଲେଜର…

ମାସେ ହେଲା ନଳକୂପ ଅଚଳ, ନଦୀପାଣି ଉପରେ ଭରସା

ଆନନ୍ଦପୁର/କଣ୍ଟିପାଳ,୨।୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତ ବରବେଡ଼ା ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ମାସେ…

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ ଆଜି ରବିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅର୍ଥ ଓ ବୈଷୟିକ ସୁଖ ସମୃଦ୍ଧି ଦିଗରେ ନୂତନ ପଦକ୍ଷେପ ନେଇପାରନ୍ତି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ…

ଦୁବଇରେ ନୂଆବର୍ଷ ପାଳିଲେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏମାନେ ଦୁବଇରେ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨ା୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ  ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ…

‘ଏକ ହେଲେ ରାମ-ବାମ’

କୋଲକାତା,୨ା୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ସୋମବାର କୋଲକାତାର ନଜରୁଲ ମଞ୍ଚଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର ନୂତନ…

ନିମନ୍ତ୍ରଣ ପାଇ ରାହୁଲଙ୍କୁ କୃତଜ୍ଞତା ଜଣାଇଲେ ମାୟାବତୀ

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ ଅର୍ଥାତ୍‌ ମଙ୍ଗଳବାର ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା…