ମୁଖ୍ୟ ପଦବୀ ସମ୍ଭାଳୁଛନ୍ତି ଭାରପ୍ରାପ୍ତ

ଆଠମଲ୍ଲିକ, ୨୧ା୩ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଅନେକ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ମୁଖ୍ୟ ଅଧିକାରୀ। ଏଠାରେ ଦୀର୍ଘବର୍ଷ ହେଲା ଅନ୍ୟ ଅଧିକାରୀ ଭାରପ୍ରାପ୍ତ ଭାବେ…

ସଲମାନଙ୍କ ସୁରକ୍ଷାକୁ ନେଇ ଆଲର୍ଟରେ ମୁମ୍ବାଇ ପୋଲିସ: ଅଭିନେତାଙ୍କ ଘର ବାହାରେ ପ୍ରଂଶସକଙ୍କୁ ବାରଣ

ମୁମ୍ବାଇ,୨୧।୩: ନିକଟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଏକ ଇମେଲ୍‌ ମିଳିଥିଲା। ଏହାପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ଘର ବାହାରେ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ଏଥିସହ…

ଅଭିଯୋଗ ଗ୍ରହଣ କରୁନି ପୋଲିସ

ବଇଣ୍ଡା,୨୧।୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ବଅଁରନାଳୀ ଗ୍ରାମରେ ଥିବା ଏକ ପୋଖରୀରୁ କେତେଜଣ ବ୍ୟକ୍ତି ବେଆଇନ ଭାବେ ମାଛ ମାରି ନେଇଯାଉଥିବା ସୋମବାର ଗ୍ରାମ କମିଟି…

ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ…

ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼/କବିସୂର୍ଯ୍ୟନଗର,୨୧ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୁଡ଼ାନ୍ତ ହୋଇଛି। ଏ ନେଇ ତଦାରଖ କରିବାକୁ ଗଞ୍ଜାମ…

୮ ଭରିର ସୁନାଗହଣା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭବାନୀପାଟଣା,୨୧।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୮ ଭରି ସୁନା ଗହଣା ସହ ୭…

ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ରାଜ୍ୟରେ ସର୍ବାଧିକ

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ରହିଛି ା ପୂର୍ବ ବର୍ଷ ତୁଳନାରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ…

ଗତ ୨୪ ଘଣ୍ଟାରେ ୬୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,…

ଜାତୀୟସ୍ତରୀୟ ଜୁନିୟର ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା

ବ୍ରହ୍ମପୁର ଅଫିସ,୨୧ା୩: ଉତ୍ତର ପ୍ରଦେଶର ବରେଲିଠାରେ ଜାତୀୟ ହ୍ୟାଣ୍ଡବଲ୍‌ ଜୁନିୟର ବାଳିକା ପ୍ରତିଯୋଗିତା ୨୧ ରୁ ୨୫ତାରିଖ ଯାଏ ଅନୁଷ୍ଠିତ ହେବ। ଏଥି ନିମନ୍ତେ ସୋମବାର ୪ଜଣ…

ଆନ୍ତଃ ରାଜ୍ୟ ଠକଙ୍କୁ ଭବାନୀପାଟଣା ଜେଲରୁ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭବାନୀପାଟଣା ଜିଲା କାରାଗାରରେ ଥିବା ଜଣେ ଆନ୍ତଃ ରାଜ୍ୟ ଠକଙ୍କୁ ବ୍ରହ୍ମପୁର ଆଣିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ…