ଚଣ୍ଡିଗଡ,୧୧।୪: ଫେରାର ଖାଲିସ୍ତାନୀ ନେତା ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତଙ୍କୁ ମଙ୍ଗଳବାର ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି। ଅମ୍ରିତପାଲଙ୍କ ଅନ୍ୟ ସହଯୋଗୀମାନେ ମଧ୍ୟ ଆସାମର ଏହି ଜେଲରେ…
ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମଙ୍ଗଳବାର ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମଠାରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ମୁହାଁମୁହିଁ ହେବେ। ଉଭୟ ଟିମ୍ ଏ…
ସୁନ୍ଦରଗଡ଼/ହେମଗିରି,୧୧।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ମହାନଦୀ କୋଇଲା ଖଣି ଲିମିଟେଡ଼(ଏମସିଏଲ)ର ଗର୍ଜନବାହାଲ କୋଇଲା ଖଣିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ କର୍ମଚାରୀଙ୍କ…
ଜୟପୁର,୧୧।୪: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ତେବେ ସଚିନ ପାଇଲଟଙ୍କ ଏହି ପଦକ୍ଷେପ ରାଜସ୍ଥାନ ସରକାରଙ୍କ ପାଇଁ…
ପାଇକମାଳ,୧୧।୪(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ…
ବାଲେଶ୍ବର ଅଫିସ ୧୧।୪: ବାଲେଶ୍ବର ଜିଲା ସୋର ଭାଜପାର ନଗରଉପସଭାପତିଙ୍କୁ ମଙ୍ଗଳବାର ଭୁଜାଲିରେ ଆକ୍ରମଣ କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ…
ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ…
ବାଣପୁର,୧୧।୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏକ ମର୍ମନ୍ତୁଦ ଦୁଘଟଣା ଘଟିଛି। ହାଇୱା ଧକ୍କାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨…
ନୂଆଦିଲ୍ଲୀ,୧୧।୪: ସୁପ୍ରିମକୋର୍ଟ ପକ୍ଷରୁ ତାମିଲନାଡୁ ସରକାରଙ୍କୁ ବଡ ଝଟକା ଦିଆଯାଇଛି। ସରକାାଙ୍କ ପକ୍ଷରୁ ଆରଏସଏସର ରୁଟ ମାର୍ଚ୍ଚ ବିରୋଧରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।…