ଇମ୍ରାନଙ୍କ ଗିରଫଦାରୀ ରୋକିବା ଲାଗି ହେଉଛି ଗିଲଗିଟ୍‌-ବଲ୍ଟିସ୍ତାନ ଫୋର୍ସର ବ୍ୟବହାର: ସୂଚନା ମନ୍ତ୍ରୀ…

ଇସଲାମାବାଦ,୧୬।୩ : ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ରୋକିବା…

ବିଶ୍ୱ ପ୍ରସିଦ୍ଧ ଗହୀରମଥା ମହୋତ୍ସବ ଦାବି ଜୋର ଧରିଲା

ମହାକାଳପଡ଼ା,୧୫ା୩(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଗହୀରମଥାରେ ମହୋତ୍ସବ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦାବି ଜୋର ଧରିଛି। ବିଶେଷକରି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ବନ ବିଭାଗ…

ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବ

ପଟ୍ଟାମୁଣ୍ଡାଇ,୧୬ା୩(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ…

୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ ଶୈଳୀରେ…

ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନରେ ମୃତକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଆଫଗାନିସ୍ତାନରେ କମ୍‌…

ମେଲବୋର୍ନ,୧୬।୩ : ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ଘଟିିଥିବା ଲୋକଙ୍କ ସଂଖ୍ୟାରେ ଏକ ରେକର୍ଡ ବୃଦ୍ଧି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ…

ଓଲଟିଲା ବସ୍‌: ଚାଲିଗଲା ୧୭ ଜୀବନ

କାବୁଲ,୧୬।୩: ଆଫଗାନିସ୍ତାନର ତାଖର ପ୍ରଦେଶରେ ଏକ ବସ ଓଲଟି ପଡ଼ି ପରେ ଅତିକମରେ ୧୭ ଜଣ ସୁନା ଖଣି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ…

ମୋ ମନ୍ତବ୍ୟ ପାଇଁ ମୁଁ ଜେଲ ଯିବାକୁ ପ୍ରସ୍ତୁତ: ମହୁଆ ମୋଇତ୍ର…

ନୂଆଦିଲ୍ଲୀ,୧୬।୩ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଝଡ଼ତୋଫାନ ବୋଲି ପ୍ରମାଣିତ ହେଉଛି। ଲଗାତାର ତିନି ଦିନ ଧରି ସଂସଦର ଉଭୟ ଗୃହ, ଲୋକସଭା…

ଏନଟିପିସି ଦର୍ଲିପାଲିକୁ ମିଳିଲା ପର୍ଯ୍ୟାବରଣ ଉତ୍କର୍ଷତା ପୁରସ୍କାର

ସୁନ୍ଦରଗଡ,୧୫।୩(ଡି.ଏନ.ଏ): ଥର୍ମାଲ ପାଓ୍ବାର କ୍ଷେତ୍ରରେ ପର୍ଯ୍ୟାବରଣ ଉତ୍କର୍ଷତା ପାଇଁ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ ((୨×୮୦୦)କୁ ଆପେକ୍ସ ଇଣ୍ଡିଆ ଗ୍ରୀନ ଲିଫ ଆଓ୍ବାର୍ଡ-୨୦୨୨ର ଗୋଲ୍ଡ…

ହଜାରେ ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୫୪ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ସମୁଦ୍ରର ‘ଅର୍ଜୁନ’ଙ୍କୁ ତାଲିମ ପ୍ରଦାନ କରୁଛି ଆଇଏନଏସ ଦ୍ରୋଣାଚାର୍ଯ୍ୟ…

ନୂଆଦିଲ୍ଲୀ,୧୬।୩ : ଗୁଳିଗୋଳା ବର୍ଷଣ ଶକ୍ତି ସହିତ କ୍ଷେପଣାସ୍ତ୍ର ଯୁଦ୍ଧର ସମସ୍ତ ଦିଗ ଉପରେ ନୌସେନା, ତଟରକ୍ଷୀ ବାହିନୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ସାମୁଦ୍ରିକ ବାହିନୀର ପ୍ରଶିକ୍ଷଣ…