ସ୍ଥାନୀୟ ଭାଷାରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୦ା୪: କୌଣସି ବିଷୟରେ ଇଂଲିଶ୍‌ରେ ପାଠପଢ଼ା ହେଉଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରୀଛାତ୍ରମାନଙ୍କୁ ନିଜ ସ୍ଥାନୀୟ ଭାଷାରେ ଲେଖିବାକୁ ସୁଯୋଗ ଦିଆଯିବ। ଏନେଇ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ…

ସ୍ବାଭିମାନ ଅଞ୍ଚଳରେ ପୁଷ୍ପା-୨ର ଶୁଟିଂ

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ଦକ୍ଷିଣ ଭାରତର ଲୋକପ୍ରିୟ ଚଳଚ୍ଚିତ୍ର ‘ପୁଷ୍ପା ଦି ରାଇଜ୍‌’ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି। ଏବେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପୁଷ୍ପା-୨ର…

୧୦ ରନରେ ଲକ୍ଷ୍ନୌ ବିଜୟୀ….

ଜୟପୁର,୧୯।୪ : ବୁଧବାର ଆଇପିଏଲ୍ ୨୦୨୩ର ସିଜନ ୧୬ର ୨୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର)କୁ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି)ବିଜୟ ହୋଇଛି। ଏଲଏସଜି ୨୦ ଓଭରରେ…

ବଢୁଛି ତାପମାତ୍ରା: ପ୍ରବଳ ଗରମରେ ଲୋକେ ଛଟପଟ

ବାଲିଗୁଡ଼ା,୧୯ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆପଲ ସିଇଓ ଟିମ କୁକ୍‌

ନୂଆଦିଲ୍ଲୀ,୧୯।୪: ଭାରତ ଗସ୍ତରେ ଆସିଥିବା ଆପଲ ସିଇଓ ଟିମ କୁକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଭେଟିଛନ୍ତି। ଭାରତ ଗସ୍ତ ସମୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ…

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୧୯, ୨୦୨୩ )

ପବିତ୍ର ଇଦ୍ ପାଳନ ଉପଲକ୍ଷେ ଆଲୋକ ମାଳାରେ ସଜ୍ଜିତ କଟକ ଦରଘା ବଜାର ସ୍ଥିତ କଦମ୍ ଏ ରସୁଲ୍ , ଡ୍ରେସ୍ କିଣିବା ପାଇଁ ଫ୍ୟାନ୍ସି ମାର୍କେଟରେ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୯।୪: ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା। ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର କମଳେଶ ନାଗରକୋଟିଙ୍କ ପିଠିରେ ଆଘାତ ଯୋଗୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌ ପଡିଛନ୍ତି।…

ଅନୁସୂଚିତ ଜାତି ଓ ଜନତାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି। ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ…

ରାଜସ୍ଥାନ ଆଗରେ ୧୫୫ ରନର ଟାର୍ଗେଟ୍‌ ରଖିଲା ଲକ୍ଷ୍ନୌ…

ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି।…

ଚାଇନା ଭାଷା ଶିଖିବ ଭାରତୀୟ ସେନା, ଚାଇନାକୁ ଦେବ ଉଚିତ ଜବାବ

ନୂଆଦିଲ୍ଲୀ,୧୯ା୪: ଭାରତୀୟ ସେନା ବର୍ତ୍ତମାନ ଚାଇନାର ପିପୁଲ୍ସ ଲିବରେସନ ଆର୍ମିକୁ ନିଜ ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ସୈନିକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ତେଜପୁର…