ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର,୩୧ା୮(ଅନିଲ ଦାସ): ପରିବାରବାଦ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମତ ରଖିଛନ୍ତି ତାହା ଅନ୍ୟନ୍ତ ହାସ୍ୟାସ୍ପଦ। ଧର୍ମେନ୍ଦ୍ର ମଧ୍ୟ ପରିବାରବାଦ ରାଜନୀତି ମଧ୍ୟରୁ ଆସିଛନ୍ତି ଏବଂ…

ଜେଏମ୍‌ଏମ୍‌ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍‌ଏମ୍‌ ରାଜ୍ୟ ଉପ ସଭାପତି…

ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି

ଲଣ୍ଡନ,୩୧ା୮: ବିଶ୍ୱର ତୃତୀୟ କ୍ରିକେଟ ବୋର୍ଡ ଭାବେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ନେଇଛି ଐତିହାସିକ ନିଷ୍ପତ୍ତି। ଏଣିକି ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା…

କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ମୁଲତାନ,୩୧।୮: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାସ୍ତ କରିଛି ପାକିସ୍ତାନି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ନେପାଳ ବିପକ୍ଷରେ ପାକିସ୍ତାନର ବୃହତ୍‌ ବିଜୟ

ମୁଲତାନ,୩୧ା୮(ପି.ଟି.): ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଅଧିନାୟକ ବାବର…

ଡାଇମଣ୍ଡ ଲିଗ୍‌ ସିରିଜ: ସ୍ବର୍ଣ୍ଣ ବିଜୟ ଲକ୍ଷ୍ୟରେ ନୀରଜ

ଜୁରିଚ୍‌, ୩୧।୮: ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ମିଟ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ନୂଆ ବିଶ୍ୱ ଚାମ୍ପିୟନ ଭାରତର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଚମତ୍କାର…

ଉପସଭାପତି ପଦ ପାଇଁ ଲଢ଼ିବେ ଉଷା

ଚେନ୍ନାଇ, ୩୧।୮: ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ନିଜ ପ୍ରଶାସକ କ୍ୟାରିୟର ଦିଗରେ ଆଉଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ସେ ଆସନ୍ତା…

ଷ୍ଟକ୍‌ ବ୍ରୋକିଂରେ ଶେୟାର ଡଟ୍‌ ମାର୍କେଟ୍‌

ଭୁବନେଶ୍ୱର, ୩୧।୮: ଦେଶର ପ୍ରମୁଖ ଡିଜିଟାଲ ଓ୍ବାଲେଟ୍‌ ତଥା ଅନ୍‌ଲାଇନ ପେମେଣ୍ଟ ଆପ୍‌ ଫୋନ୍‌ପେ’ର ସହାୟକ କମ୍ପାନୀ ଫୋନ୍‌ପେ ୱେଲ୍‌ଥ ବ୍ରୋକିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳିତ…

ଜିଓ ଟ୍ରୁ-୫ଜି ଲାବ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୩୧।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଓ ଟ୍ରୁ-୫ଜି ଲାବ୍‌ର ଶୁଭାରମ୍ଭ…

ଆମ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଠାରୁ ଅଧିକ ସଚ୍ଚୋଟ ହେବେ:ତେଜସ୍ବୀ

ମୁମ୍ବାଇ,୩୧।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଥିବା…