ହସ୍ପିଟାଲରୁ ଜୀବନର ମନ୍ତ୍ର ପଢାଇଲେ ଅମିତାଭ ବଚ୍ଚନ, ଏମିତି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଜ ବିଷୟରେ ବାରମ୍ବାର ଅପଡେଟ ଦେଉଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ କିଛି ଉପଯୋଗୀ କଥା ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ଯେଉଁ ଲୋକମାନେ ଇର୍ଷାପରାୟଣ, ଘୃଣା, ଅସନ୍ତୁଷ୍ଟ, କ୍ରୋଧିତ, ସର୍ବଦା ସନ୍ଦେହ କରନ୍ତି କିମ୍ବା ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଜୀବନଯାପନ କରନ୍ତି। ଏହି ପ୍ରକାରର ଅଭ୍ୟାସ ଥିବା ଲୋକମାନେ କେବେ ଖୁସି ହୁଅନ୍ତି ନାହିଁ। ଏହି ଲୋକଙ୍କଠାରୁ ଦୂରରେ ରହିବା ଉଚିତ୍‌। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବୋହୂ ଏବଂ ନାତୁଣୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପରିବାର ସହ ତୁନିଶାଙ୍କ ଭଲ ସମ୍ପର୍କ ନ ଥିଲା, ଏଭଳି ଅଭିଯୋଗ ଆଣିଲେ ଶିଜାନଙ୍କ ଓକିଲ

ମୁମ୍ବାଇ: ୨।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ତୁନିଶାଙ୍କ ମା’ ପୂର୍ବତନ ପ୍ରେମିକା ଶିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଗୁରୁତର...

ଆମିରଙ୍କ କ୍ୟାରିୟର ଟଳମଳ

ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି।...

ଏହି ଲୋକପ୍ରିୟ ଅଭିନେତ୍ରୀ ଦେଡ଼ଶୁରଙ୍କ ସହ କରିଛନ୍ତି ରୋମାଣ୍ଟିକ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ...

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଦର୍ଶକଙ୍କ ମଧ୍ୟରେ...

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ

ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ...

‘ପଠାନ୍‌ ଏକ ଫିଲ୍ମ ନୁହେଁ, ଏହା ଏକ ଇମୋଶନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ‘କୁତେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ତାଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଶାହରୁଖ ଖାନଙ୍କ...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ନିକ୍‌!

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ ବଲିଉଡ ଫିଲ୍ମର...

ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର...

Advertisement
Archives

Model This Week