ବାଦାମ କ୍ଷୀର ପିଉଥିଲେ…

ସମସ୍ତେ ଜାଣନ୍ତି କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରେଶନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ମଧ୍ୟ ମସ୍ତିଷ୍କ ଶକ୍ତ ହେବା ସହିତ ସୁନ୍ଦରତା ବୃଦ୍ଧି ହୋଇଥାଏ। ଯଦି ଏହି କ୍ଷୀର ଏବଂ ବାଦାମରୁ ପ୍ରସ୍ତୁତ ବାଦାମ କ୍ଷୀର ପିଆଯାଏ ତେବେ ଏଥିରୁ ମିଳୁଥିବା ଶକ୍ତି ମଧ୍ୟ ଦ୍ୱିଗୁଣିତ ହୋଇଯାଏ।

ବାଦାମକ୍ଷୀରର ଅନ୍ୟ ଏକ ବିଶେଷ ଗୁଣ ହେଉଛି ଏହାକୁ ଥଣ୍ଡାଦିନରେ ପିଇଲେ, ଏହା ବିଭିନ୍ନ ସଂକ୍ରମଣ ଠାରୁ ଦୂରେଇ ରଖିବା ସହିତ ଥଣ୍ଡା ର୍ି ପାଇଁ ମଧ୍ୟ ଉପକାରୀ ହୋଇଥାଏ।

ପିଲାମାନଙ୍କ ପାଇଁ ମଧ୍ୟ ବାଦାମକ୍ଷୀର ଅଧିକ ଲାଭ ଦାୟକ ହୋଇଥାଏ। ଏଥିରୁ ସେମାନଙ୍କୁ ଶକ୍ତି ମିଳିବା ସହ ଥଣ୍ଡା ମଧ୍ୟ କଟିଥାଏ।

ଜାଣନ୍ତୁ ବାଦାମ କ୍ଷୀରର କେତୋଟି ଉପକାରୀ ଗୁଣ ସମ୍ପର୍କରେ…..

ସୁସ୍ଥ ଜୀବନ ପାଇଁ ସୁସ୍ଥ ହାର୍ଟ ନିହାତି ଆବଶ୍ୟକ। ବାଦାମକ୍ଷୀରରେ କଲେଷ୍ଟ୍ରୋଲ ନ ଥିିବା ସହ ନ୍ୟୁଟ୍ରେଶନ, ପୋଟାସିୟମ ପରିମାଣ ମଧ୍ୟ ଅଧିକଥାଏ। ଯାହା ହାର୍ଟ ପାଇଁ ଅଧିକ ଲାଭ ଦାୟକ ହୋଇଥାଏ।

ତ୍ୱଚାକୁ ସୁନ୍ଦର ଓ ଚିକ୍କଣ ରିଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ ମିନେରାଲ ଜରୁରୀ ହୋଇଥାଏ। ଏବଂ ବାଦାମକ୍ଷୀରରୁ ସେହି ସବୁ ଭିଟାମିନ୍‌ ମିଳେ ଯାହା ତ୍ୱଚା ସୁନ୍ଦରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଏଥିରେ ଥିବା ଭିଟାମିନ୍‌ ମାଂସପେଷୀକୁ ମଜଭୁତ କରିବା ସହ ଦାନ୍ତକୁ ମଧ୍ୟ ଶକ୍ତ କରିଥାଏ।

ବାଦାମକ୍ଷୀରରେ ଭିଟାମିନ-ଏ ର ପରିମାଣ ପ୍ରଚୁର ଥିବାରୁ ଏହାକୁ ପିଇବା ଦ୍ୱାରା ଆଖିଜନିତ ସମସ୍ୟାଠାରୁ ମଧ୍ୟ ମୁକ୍ତି ମିଳିଥାଏ।

ମେଦବହୁଳତା କମାଇବା ପାଇଁ ମଧ୍ୟ ବାଦମକ୍ଷୀରର ଆବଶ୍ୟକତା ରହିଛି। ବାଦାମକ୍ଷୀରରେ କ୍ୟାଲୋରିର ପରିମାଣ କମ୍‌ଥାଏ। ଏଥିରେ ଚିନି ମିଶାଇ ନ ପିଇଲେ ଓଜନ କମ୍‌ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri