ଭିନ୍ନ ଅନ୍ଦାଜରେ ରଣବୀରଙ୍କୁ ବିବାହ ବାର୍ଷିକିର ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡର ମୋଷ୍ଟ ଲିଭିଙ୍ଗ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଏପ୍ରିଲ ୧୪ରେ ତାଙ୍କ ପ୍ରଥମ ବିବାହ ବାର୍ଷିକି ପାଳନ କରୁଛନ୍ତି। ଏହି କପଲ ଗତବର୍ଷ ଇଣ୍ଟିମେଟ ଓ୍ବେଡିଂ କରିଥିଲେ। ଆଲିଆ-ରଣବୀରଙ୍କ ପ୍ରଥମ ଓ୍ବେଡିଂ ଆନିଭର୍ସାରିରେ ପରିବାର ଓ ତାଙ୍କ ଶୁଭେଚ୍ଛୁ ବହୁତ ଶୁଭକାମନା ଜଣାଉଛନ୍ତି। ଆଲିଆ ବି ତାଙ୍କ ଡାର୍ଲିଂ ହଜବ୍ୟାଣ୍ଡ ରଣବୀର କପୁରଙ୍କୁ ଭିନ୍ନ ଅନ୍ଦାଜରେ ପ୍ରଥମ ବିବାହ ବାର୍ଷିକିର ଶୁଭେଚ୍ଛା ଜଣାଇଛନ୍ତି।

ଆଲିଆ ତାଙ୍କ ସ୍ବାମୀ ରଣବୀରଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଥମ ବିବାହ ବାର୍ଷିକିର ଶୁଭକାମନା ଜଣାଇଛନ୍ତି। ଆକ୍ଟ୍ରେସ ରଣବୀରଙ୍କ ସହ କିଛି ଅନସିନ ଫଟୋଜ ଶେୟାର କରିଛନ୍ତି। ପ୍ରଥମଟି କପଲଙ୍କ ହଳଦୀ ସେରିମନିର। ଉଭୟଙ୍କ ଚେହେରାରେ ହଳଦି ଲାଗିଥିବା ବେଳେ ରଣବୀର ପ୍ୟାରରେ ଆଲିଆଙ୍କୁ ହଗ କରିଛନ୍ତି। ଦ୍ୱିତୀୟ ଫଟୋରେ କପଲ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି। ଆଉ ଶେଷ ଫଟୋରେ କପଲ ରୋମାଣ୍ଟିକ ଅନ୍ଦାଜରେ ପରସ୍ପର ମଧ୍ୟରେ ହଜିଯାଇଥିବା ଦେଖାଯାଇଛି। ଏହିସବୁ ଫଟୋକୁ ଶେୟାର କରି ଆଲିଆ କ୍ୟାପଶନରେ ଲେଖିଛନ୍ତି, ହାପି ଡେ।
ଆଲିଆଙ୍କ ମାଆ ସୋନି ରାଜଦାନ ଓ ଶାଶୁ ନିତୁ ସିଂ ବି ଏମାନଙ୍କୁ ଭିନ୍ନ ଅନ୍ଦାଜରେ ଓ୍ବେଡିଂ ଆନିଭର୍ସାରିର ଶୁଭେଚ୍ଛା ଜଚଣାଇଛନ୍ତି। ନିତୁ ସିଂ ଯେଉଁ ଫଟୋଟି ଶେୟାର କରିଛନ୍ତି ସେଥିରେ ରିଷି କପୁରଙ୍କ ଫଟୋବି ନଜର ଆସିଛି। ନିତୁ ଏହି ଫଟୋ ସହ କ୍ୟାପଶନରେ ଲେଖିଛନ୍ତି, ସାଲଗିରହ ମୁବାରକ ହୋ ମେରେ ଖୁବସୁରତ ଲୋଗ, ମେରେ ଦିଲକି ଧଡକନ, ପ୍ୟାର ଔର ଆଶୀର୍ବାଦ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri