କୃଷ୍ଣା ଅଭିଶେକଙ୍କ ପରେ ‘ଦ କପିଲ ଶର୍ମା’ ଶୋ’ ଛାଡିଲେ ଏହି କମେଡିଆନ

ମୁମ୍ବାଇ: ଟେଲିଭିଜନର ସୁପରହିଟ୍ ଶୋ’ ‘ଦ କପିଲ ଶର୍ମା’ ଶୋ’କୁ ନେଇ ଏକ ଚମକାଇବା ଭଳି ଖବର ଆସିଛି । କୃଷ୍ଣା ଅଭିଶେକଙ୍କ ପରେ ଏବେ ଆଉ ଜଣେ କମେଡିଆନ କପିଲ ଶର୍ମାଙ୍କ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କମେଡିଆନ ସିଦ୍ଧାର୍ଥ ସାଗର କପିଲ ଶର୍ମା ଶୋ’ ଛାଡିବାକୁ ସମ୍ପୂର୍ଣ୍ଣ ଭାବେ ନିଷ୍ପତ୍ତି ନେଇସାରିଛନ୍ତି ।
ସୂଚନାଯୋଗ୍ୟ, କପିଲ ଶର୍ମା ଶୋ’ ଗତ ୭ ବର୍ଷରୁ ଭିନ୍ନ ଭିନ୍ନ ସିଜନ ଓ କିଛି ନାମୀ କମେଡିଆନଙ୍କ ସହ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି । ଗତ ବର୍ଷ ସେପ୍ଟେମ୍ବରରେ ଏହାପୁଣିଥରେ ନୂଆ ସିଜନ ସହ ଫେରିଥିଲା । ହେଲେ ଏହି ସମୟରେ କମେଡିଆନ କ୍ରିଷ୍ଣା ଅଭିଶେକ ଆର୍ଥିକ ସ୍ଥିତିକୁ ନେଇ ଶୋ’କୁ ଫେରି ନ ଥିଲେ । କମେଡିଆନ ଚନ୍ଦନ ପ୍ରଭାକର ବି ଅଧାରୁ ଶୋ’ ଛାଡି ଦେଇଥିଲେ । ଇତିମଧ୍ୟରେ ଏବେ ଶୁଣିବାକୁ ମିଳିଛି କି ଆଉ ଜଣେ କଳାକାର ଶୋ’କୁ ବାୟ ବାୟ କହିବାକୁ ପ୍ରସ୍ତୁତି କରି ନେଇଛନ୍ତି ।
ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ, କମେଡିଆନ ସିଦ୍ଧାର୍ଥ ସାଗର କପିଲ ଶର୍ମା ଶୋ’ ଛାଡି ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପଛରେ ଶୋ’ର ପ୍ରଡ୍ୟୁସରଙ୍କ ସହ ଆର୍ଥିକ କାରବାର ବୋଲି କୁହାଯାଉଛି । ସିଦ୍ଧାର୍ଥ ତାଙ୍କ ଫିଜ ଅଧିକ ଚାହୁଁଥିଲେ । ହେଲେ ମେକର୍ସ ତାଙ୍କ ଫିଜ ବଢାଇବାକୁ ରାଜି ନ ଥିଲେ, ସେଥିପାଇଁ ସେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଦ କପିଲ ଶର୍ମା’ ଶୋ’ର ଶୁଟିଂ ପାଇଁ ମୁମ୍ବାଇ ସିଫ୍ଟ ହୋଇଥିବା ସିଦ୍ଧାର୍ଥ ପୁଣିଥରେ ଦିଲ୍ଲୀ ନିଜ ଘରକୁ ଫେରି ଆସିଛନ୍ତି । ତେଣୁ ସେ ପୁଣିଥରେ କପିଲ ଶର୍ମା ଶୋ’କୁ ଫେରିବାର ଆଶା କମ ରହିଛି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri