ଭୁବନେଶ୍ୱର,୧୯।୯: ଦେବାଶିଷଙ୍କ ପରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ବିଜେଡି କର୍ପୋରେଟର ଅଜିତ ବେହେରା। ଶ୍ରୀମୟୀଙ୍କ ଅସନ୍ତୋଷକୁ ସ୍ବାଭାବିକ କହିଲେ କର୍ପୋରେଟର ବେହେରା।
ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ବୋଲି ପ୍ରଥମେ କୁହାଯାଇଥିଲା। ପରେ ତାଙ୍କୁ ଅଞ୍ଚଳରେ ବୁଲାଇବା ପାଇଁ କୁହାଗଲା। ପରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଗଲେ, ତେଣୁ ଅସନ୍ତୋଷ ସ୍ବାଭାବିକ ବୋଲି କର୍ପୋରେଟର ବେହେରା ପ୍ରକାଶ କରିଛନ୍ତି। ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡ଼ିଥାଆନ୍ତା ବୋଲି ଅଜିତ କହିଛନ୍ତି।


