ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ବୟାନରେ ରହୁନି ତାଳମେଳ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିପାରୁନାହିଁ। ଏସବୁ ଭିତରେ ଖାଲି ଯାହା ତଦନ୍ତ ଚାଲିଛି। ମାମଲାରେ ନା ଉଠୁଥିବା ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରାଯାଉଛି। ଏହି କ୍ରମରେ ପୋଲିସ ୟଶରାଜ ଫିଲ୍ମସର ମାଲିକ ଆଦିତ୍ୟ ଚୋପ୍ରା ଏବଂ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କୁ ପଚରାଉଚରା କରିଥିଲା। ହେଲେ ଉଭୟଙ୍କ କଥାରେ ତାଳମେଳ ରହୁ ନ ଥିବା ଦେଖାଯାଇଛି।

ବନ୍‌ଶାଲୀ ପୋଲିସକୁ କହିଛନ୍ତି, ବାଜିରାଓ ମସ୍ତାନୀ ଫିଲ୍ମରେ ସୁଶାନ୍ତଙ୍କୁ କାଷ୍ଟ କରାଯାଇଥାନ୍ତା। ହେଲେ ସେ ୟଶରାଜ ସହ କଣ୍ଟ୍ରାକ୍ଟ କରିଥିଲେ। ଏହାକୁ ନେଇ ୟଶରାଜ ଫିଲ୍ମସ ସହ ଯୋଗାଯୋଗ କରାଯାଇଥିଲା। ହେଲେ କଥା ଆଗକୁ ବଢ଼ିପାରି ନ ଥିଲା।

ହେଲେ ଏହାର ଓଲଟା କହିଛନ୍ତି ଆଦିତ୍ୟ। ସୁଶାନ୍ତଙ୍କ ବିଷୟରେ ବନ୍‌ଶାଲୀ କିଛି କଥା ହୋଇ ନାହାନ୍ତି। କାରଣ ସୁଶାନ୍ତ ୟଶରାଜ ଫିଲ୍ମର କଣ୍ଟ୍ରାକ୍ଟରେ ଥାଇ ଏମ୍‌ଏସ୍‌ ଧୋନୀ କରିଥିଲେ। ଏଣୁ ବାଜିରାଓ ମସ୍ତାନୀ କରିବା କିଛି ବଡ଼ କଥା ନ ଥିଲା। ହେଲେ କେହି ଏ ବିଷୟରେ ଆମକୁ ଯୋଗାଯୋଗ କରି ନ ଥିଲେ ବୋଲି ଆଦିତ୍ୟ ପୋଲିସକୁ କହିଛନ୍ତି।

ଆଦିତ୍ୟ ଆହୁରୀ ମଧ୍ୟ କହିଛନ୍ତି, ରଣବୀର ସିଂହ ୨୦୧୨ରେ ରାମଲିଲା ସାଇନ୍‌ କରିଥିଲେ। ହେଲେ ସୁଶାନ୍ତ ୨୦୧୨ରେ ଓ୍ବାଇଆର୍‌ଏଫ୍‌ କଣ୍ଟ୍ରାକ୍ଟରେ ଆସିଥିଲେ। ଏଣୁ ୟଶରାଜ ଫିଲ୍ମସ ତାଙ୍କୁ ବାରଣ କରିବା କଥା ମିଥ୍ୟା। ଏହାଛଡ଼ା ଫିଲ୍ମ ପାନୀ ସୁଶାନ୍ତଙ୍କ ପାର୍ଇ ନୁହେଁ ବରଂ ଶେଖର କପୁରଙ୍କ ସହ ମନାନ୍ତର ପାଇଁ ହୋଇପାରି ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri