ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video

ବମ୍ବେ: କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ମତ ରଖୁଛନ୍ତି। ଆମେ କହୁଛୁ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ। ଦୀର୍ଘଦିନ ଧରି ଉଭୟ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟି ଆସୁଛି। ହେଲେ ଏବେ ଦୁହିଁଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସବୁକିଛି ଭୁଲ ବୋଲି ସ୍ପଷ୍ଟ ହେଉଛି।

ଗୁରୁବାର ଅପରାହ୍ନରେ ଅଭିଷେକ-ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ବାର୍ଷିକ ଉତ୍ସବ ଲାଗି ପହଞ୍ଚିଥିଲେ। ସେମାନଙ୍କ ସହ ବିଗ୍‌ ବି ଅମିତାଭ ମଧ୍ୟ ଥିଲେ। ଏହାର ଭିଡିଓ ଏବଂ ଫଟୋ ବେଶ ଭାଇରାଲ ହେଉଛି।

ଐଶ୍ୱର୍ଯ୍ୟାଙ୍କ ସହ ଅଭିଷେକ ସ୍କୁଲ ପରିସରକୁ ଏଣ୍ଟ୍ରି କରୁଥିବା ସମୟରେ ଅଭିନେତ୍ରୀଙ୍କ ଓଢ଼ଣୀ ତଳେ ଲାଗୁଥିବା ନଜର ଆସୁଛି। ଏହା ଦେଖି ଅଭିଷେକ ତାଙ୍କ ଓଢ଼ଣୀ ସମ୍ଭାଳିଥିଲେ। ଏହାକୁ ବେଶ ପସନ୍ଦ କରାଯାଉଛି।

 

View this post on Instagram

 

A post shared by Manav Manglani (@manav.manglani)

ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁହେଁ ଏକାଠି ନଜର ଆସିଛନ୍ତି। ପୂର୍ବରୁ ଦୁହେଁ ମୁମ୍ବାଇରେ ଏକ ବିବାହରେ ନଜର ଆସିଥିଲେ। ଏହାର ଅନେକ ଫଟୋ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା

ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା...

ବେଆଇନ ବେଟିଂ ଆପ୍‌ ପ୍ରଚାର କରିବା ଅଭିଯୋଗ: ୨୫ ସେଲିବ୍ରେଟିଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୦।୩: ତେଲେଙ୍ଗାନା ପୋଲିସ ଅବୈଧ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ରାଣା ଦଗ୍ଗୁବାତି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ନିଧି ଅଗ୍ରୱାଲଙ୍କ...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

‘ସିକନ୍ଦର ନାଚେ’ରେ ସଲମାନଙ୍କ ଡବ୍‌କେ ଡ୍ୟାନ୍ସ

ମୁମ୍ବାଇ: ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍‌ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି...

ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ନିଜଠାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଅଭିଷେକ! ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତାଙ୍କ ନାମ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥାଏ। ଅଭିଷେକ ବଚ୍ଚନଙ୍କ ନାମ ଅନେକ ସୁନ୍ଦରୀଙ୍କ ସହ ମଧ୍ୟ...

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

ପ୍ରେମିକଙ୍କଠାରୁ ବାଟ ଅଲଗା କଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri