CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୦୯ ଆକ୍ରାନ୍ତ; ସର୍ବାଧିକ ଗଞ୍ଜାମର

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆରୋଗ୍ୟ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୬୮ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ର ୧୩୫, ଖୋର୍ଦ୍ଧାର ୩୭, କଟକର ୩୨, ବାଲେଶ୍ୱରର ୨୫, କେନ୍ଦୁଝରର ୨୩, ମୟୂରଭଞ୍ଜର ୧୮, ଭଦ୍ରକର ୧୨, ପୁରୀର ୧୨, ସମ୍ବଲପୁରର ୮, ବରଗଡ଼-ଜଗତସିଂହପୁରର ୭, ଯାଜପୁରର ୬, ଝାରସୁଗୁଡ଼ା-କେନ୍ଦ୍ରାପଡ଼ାର ୪, ବଲାଙ୍ଗୀରର ୩, କୋରାପୁଟ-ନବରଙ୍ଗପୁର-ରାୟଗଡ଼ାର ୨ ଏବଂ ଗଜପତି- ନୟାଗଡ଼ର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏନେଇ ସଂନ୍ଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

ଅଯୋଧ୍ୟାରେ ନିର୍ମାଣ ହେବ ଓଡ଼ିଶା ଭବନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬ା୨: ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରତରେ ନିର୍ମାଣ ହେବ ଓଡ଼ିଶା ଭବନ। ଏଥିପାଇଁ ଜମି ମଗାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ନୂଆ ଓଡ଼ିଶା…

ବିବାଦ ପରେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ବିବାଦୀୟ ଅଧ୍ୟାୟ

ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ…

Video: ନେତାନ୍ୟାହୁ ପିନ୍ଧିଲେ ଭାରତୀୟ ପୋଷାକ, ତାଙ୍କ ପତ୍ନୀ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁମାଲ ସହିତ ମେଳ ଖାଉଥିବା…

ଜେରୁଜେଲମ,୨୬।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଅଛନ୍ତି। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତେଲ ଅଭିଭରେ ପହଞ୍ଚିବା ପରେ ତାଙ୍କୁ ବେଞ୍ଜାମିନ…

ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍

ଭୁବନେଶ୍ବର,୨୬।୨: ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା EDର ରେଡ୍ । ସକାଳୁ ସକାଳୁ ରେଡ୍ ଜାରି ରହିଛି । ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ…

ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମଥର ଏମିତି ଅଲୋଡ଼ା ରେକର୍ଡ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୬।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଟି-୨୦ ବିଶ୍ୱକପ ୨୦୨୬ର ସୁପର ୮ ପର୍ଯ୍ୟାୟରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା।…

ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ମ୍ୟାଚ ଭାରତର ଭାଗ୍ୟ କିପରି ବଦଳାଇବ? କାହାର ବିଜୟ ଟିମ ଇଣ୍ଡିଆକୁ ଲାଭ ଦେବ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: ଆଜି ଅର୍ଥାତ୍‌ ଗୁରୁବାର ୨୬ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରିବ।…

ଶ୍ରୀଲଙ୍କା ହାରିବା ପରେ କାହିଁକି ଟେନସନରେ ପାକିସ୍ତାନ? ଜାଣନ୍ତୁ ଗ୍ରୁପ ୨ ସେମିଫାଇନାଲ ସମୀକରଣ

ନୂଆଦିଲ୍ଲୀ,୨୬।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୬୧ରନରେ ପରାସ୍ତ କରିଛି। ଏହି ପ୍ରଭାବଶାଳୀ ବିଜୟ ସହିତ, ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ଆଡକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri