Posted inଜାତୀୟ

ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା। ୨ ଦିନ ପରେ ତାର ମୃତଦେହ ମିଳିଲା। ଏହା ଜାଣିବା ପରେ ସୋମଦେବ ଦୁଃଖରେ ଭାଙ୍ଗିପଡ଼ିଲେ। କୁକୁର ମୃତ୍ୟୁର ଦୁଃଖରେ ସେ ଏତେ ଭାଙ୍ଗିପଡ଼ିଥିଲେ ଯେ, ଶେଷରେ ନିଜେ ଘରେ ଫାଶି ଲାଗାଇ ଆତ୍ମହତ୍ୟ କରିଛନ୍ତି।
ଏ ନେଇ ସୋମଦେବଙ୍କ ପୁଅ ଅମନ କୁହନ୍ତି, କୁକୁରର ମୃତ୍ୟୁକୁ ନେଇ ବାପା ବହୁତ ଦୁଃଖରେ ଥିଲେ। ସେଦିନ ସେ ମଦ ମଧ୍ୟ ପିଇଥିଲେ। ତେବେ ଆମେ ସମସ୍ତେ ନିଜ ନିଜ କାମରେ ଘରୁ ଚାଲିଯାଇଥିଲୁ। ଯେତେବେଳେ ଘରକୁ ଫେରିଲୁ ବାପାଙ୍କୁ ଘରୁ ଝୁଲନ୍ତା ଅବସ୍ଥାରେ ପାଇଲୁ ।
କୋତଓ୍ବାଲୀ ଥାନା ଅଧିକାରୀ ମନୀଷରାଜ ଭଦୌରିୟା କୁହନ୍ତି, ପଡୋଶୀଙ୍କ କହିବାନୁଯାୟୀ, ସୋମଦେବ କୁକୁର ମୃତ୍ୟୁରେ ଦୁଃଖରେ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀଙ୍କୁ କେଜରିୱାଲଙ୍କ ବାର୍ତ୍ତା, ପେମେଣ୍ଟ ସେଠୁ ନିଅ କାମ ଆମ ପାଇଁ କର

ଅହମଦାବାଦ,୩ ।୯: ଗୁଜରାଟର ଆଗାମୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି । ଦଳର ରାଷ୍ଟ୍ରୀୟ ସଂଯୋଜକ...

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ...

୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…

ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍‌ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର...

ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି...

ଅଗଷ୍ଟ ୬ରେ ଉପରାଷ୍ଠ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୨୯।୬: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

ନିର୍ଦ୍ଧାରିତ ସମୟ ମଧ୍ୟରେ ତିଆରି ହେବ କରତାରପୁର କରିଡର: ଶାହ

ନୂଆଦିଲ୍ଲୀ,୩୧।୮: ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପ୍ରଥମ ପ୍ରକାଶ ପର୍ବ ପାଳନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି...

ଆଉ ମାସେ ବଢିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ...

Advertisement
Archives

Model This Week