Gym ରେ ୨୦ବର୍ଷୀୟ ଯୁବକଙ୍କ ବ୍ରେନଷ୍ଟ୍ରୋକ୍‌ରେ ମୃତ୍ୟୁ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ହୃଦଘାତ ଏକ ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଆମେ ହୃଦଘାତ ବିଷୟରେ ବିଭିନ୍ନ ପ୍ରକାରର ଖବର ଶୁଣିଥାଉ। ପ୍ରତିଦିନ ଆମେ ରେଷ୍ଟୁରାଣ୍ଟ, ଜିମ, ନୃତ୍ୟ, ବସିଥିବା ସମୟରେ ହୃଦଘାତ ସହିତ ଜଡିତ ଅନେକ ଅଜବ ଖବର ଶୁଣିବାକୁ ପାଉଛୁ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆଜିକାଲି ଏହା ଯେକୌଣସି ବୟସର ଲୋକ ଏଥିରେ ଶିକାର ହେଉଛନ୍ତି। ସବୁଠାରୁ ଭୟଙ୍କର କଥା ହେଉଛି ଯେ ୧୨ ରୁ ୨୦ ବର୍ଷ ବୟସର ପିଲାମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। କିନ୍ତୁ କୋଝିକୋଡର ଜଣେ ୨୦ ବର୍ଷୀୟ ଯୁବକଙ୍କ ବ୍ରେନଷ୍ଟ୍ରୋକ୍‌ରେ ମୃତ୍ୟୁ ସମସ୍ତଙ୍କୁ ତାଜୁବ କରିଛି।

କୋଝିକୋଡର ଜଣେ ୨୦ବର୍ଷୀୟ ଯୁବକଙ୍କ ବ୍ରେନଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ଘଟିଛି। ତାଙ୍କ ନାମ ଥିଲା ସଲମାନ ଫାରିସ। ସଲମାନ ତାଙ୍କ ଘର ପାଖରେ ଥିବା ଏକ ଜିମ୍‌ରେ ବ୍ୟାୟାମ କରୁଥିଲେ। ସେହି ସମୟରେ ତାଙ୍କର ହୃଦଘାତ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର କହିଥିଲେ ଯେ ତାଙ୍କର ବ୍ରେନଷ୍ଟ୍ରୋକ୍‌ ହୋଇଛି। ବ୍ରେନଷ୍ଟ୍ରୋକ ଯୋଗୁଁ ସଲମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କିନ୍ତୁ ସଲମାଙ୍କେ ମୃତ୍ୟୁ ହୋଇଥିଲା।

ଆଜିକାଲି ପ୍ରତିଦିନ ଜିମରେ ହୃଦଘାତର ଘଟଣା ଘଟୁଛି। ଏହା ପଛରେ ଡାକ୍ତରମାନେ ଅନେକ କାରଣ କୁହନ୍ତି। ସୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ କମ ବୟସରେ ହୃଦଘାତର ହେବାର ଅନେକ କାରଣ ଥାଇପାରେ। ଯେପରିକି ନିଦ୍ରା ଅଭାବ, ଖରାପ ଜୀବନଶୈଳୀ, ଭୁଲ ଖାଦ୍ୟପେୟ, ଧୂମପାନ, ମଦ୍ୟପାନ, ପାରିବାରିକ କଳହ କିମ୍ବା ଜେନେଟିକ କାରଣ ମଧ୍ୟ ହୋଇପାରେ। ଏହା କମ ବୟସରେ କୋଲେଷ୍ଟ୍ରଲକୁ ବୃଦ୍ଧି କରେ। ବ୍ରେନଷ୍ଟ୍ରୋକର ଅନେକ କାରଣ ଥାଇପାରେ। ଆସନ୍ତୁ ଜାଣିବା ଲକ୍ଷଣ ସମ୍ପର୍କରେ…

ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ମଧ୍ୟ ବ୍ରେନଷ୍ଟ୍ରୋକ ହୋଇପାରେ। ଧମନୀରେ ଚର୍ବି ଜମା ହେବା କିମ୍ବା ଏଥେରାସ୍ଲେରୋସିସ ଯୋଗୁଁ ବ୍ରେନଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢ଼ିଯାଏ। ମସ୍ତିଷ୍କ ଟିସୁ ଉପରେ ଚାପ ପକାଇଥିବା ବ୍ରେନ ଟ୍ୟୁମର ମଧ୍ୟ ବ୍ରେନଷ୍ଟ୍ରୋକ ସୃଷ୍ଟି କରିପାରେ। ଧୂମପାନ, ଅତ୍ୟଧିକ ମଦ୍ୟପାନ କିମ୍ବା କୋକେନ ସେବନ ମଧ୍ୟ ବ୍ରେନଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ।

ବ୍ରେନଷ୍ଟ୍ରୋକର ଅନେକ କାରଣ ହୋଇପାରେ। ଯେତେବେଳେ ମସ୍ତିଷ୍କକୁ ଉପଯୁକ୍ତ ପରିମାଣରେ ଅମ୍ଳଜାନ ମିଳେ ନାହିଁ, ମସ୍ତିଷ୍କ କୋଷଗୁଡ଼ିକ ମୃତ ହୋଇଯାଏ। ଏପରି ପରିସ୍ଥିତିରେ, ଶରୀରର କାର୍ଯ୍ୟକଳାପ ପ୍ରଭାବିତ ହେବା ଆରମ୍ଭ ହୁଏ। ଯାହାକୁ ଇଣ୍ଟ୍ରାକ୍ରାନିଏଲ ହେମୋରେଜ କିମ୍ବା ସେରେବ୍ରେଲ ହେମୋରେଜ କୁହାଯାଏ। ଏପରି ପରିସ୍ଥିତିରେ, ଯଦି ତିନିରୁ ଚାରି ମିନିଟରୁ ଅଧିକ ସମୟ ପାଇଁ ଅମ୍ଳଜାନର ଅଭାବ ହୁଏ, ତେବେ ମସ୍ତିଷ୍କର ସ୍ନାୟୁଗୁଡ଼ିକ ଖରାପ ଭାବରେ ପ୍ରଭାବିତ ହୁଏ। ଏହା ଯୋଗୁଁ ମସ୍ତିଷ୍କର ସ୍ନାୟୁଗୁଡ଼ିକ ପ୍ରଭାବିତ ହୁଏ।

ଯଦି ଆପଣ ବ୍ରେନଷ୍ଟ୍ରୋକରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ବ୍ଲଡପ୍ରେସର ଯାଞ୍ଚ କରନ୍ତୁ। ବିଶେଷକରି ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ନିୟମିତ ଭାବରେ ସେମାନଙ୍କର ରକ୍ତଚାପ ଯାଞ୍ଚ କରିବା ଉଚିତ। ଉଚ୍ଚ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ, ଓଜନକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, କମ ମଦ୍ୟପାନ କରନ୍ତୁ ଏବଂ ପ୍ରତିଦିନ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ କରନ୍ତୁ। ଯଦି ଆପଣଙ୍କର ମଧୁମେହ ଅଛି, ତେବେ ସବୁବେଳେ ଚିନିକୁ ନିୟନ୍ତ୍ରଣରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିବ ବରଗଡ଼ ସମବାୟ ଚିନିକଳ! ପୁନରୁଦ୍ଧାର ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି; ବାୟୋ-ଇଥାନଲ୍ ପ୍ରକଳ୍ପ ଉଦ୍‌ଘାଟନ ପାଇଁ…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ): ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP…

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ, ତାପରେ…

ମୁମ୍ବାଇ,୧୨।୧୧: ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ…

ମା’ ବିରଜାଙ୍କ ଦର୍ଶନ ପାଇଁ ଆସି ବୈତରଣୀରେ ବୁଡ଼ିଗଲେ ଆନ୍ଧ୍ର ଦମ୍ପତି

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି…

ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ…

ଶନିଙ୍କ କୃପାରେ ମାଲାମାଲ ହେବେ ୬ ରାଶି, ୪ ମାସ ଯାଏ ଧନବର୍ଷା! ଆସିବ ଚାକିରିର ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଶନି ବ୍ୟକ୍ତିର କର୍ମ…

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ…

ୟୁପି ନିର୍ବାଚନ ୨୦୨୭: ଓଓ୍ବାଇସିଙ୍କ ସହ ହାତ ମିଳାଇଲେ ଚନ୍ଦ୍ରଶେଖର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌…

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?