Posted inଫୁରସତ

ଟ୍ରେନ୍‌ରେ ବାଜିଥାଏ ୯ ପ୍ରକାରର ହର୍ନ, ଜାଣନ୍ତୁ କାହାର ଥାଏ କେଉଁ ଅର୍ଥ

ଭାରତର ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ବସ୍‌ ଅପେକ୍ଷା ଟ୍ରେନ୍‌ ଅଧିକ ସୁବିଧାଜନକ। ଏପରିକି ବିମାନ ଅପେକ୍ଷା ଟ୍ରେନ୍‌ ଯାତ୍ରା ଶସ୍ତା ବି ହୋଇଥାଏ। ଭାରତରେ ଟ୍ରେନ୍‌ ନେଟଓ୍ବାର୍କ ଦୁର୍ଗମ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଏଥିରେ ଅଧିକ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନ୍‌ର ହର୍ନ ଶୁଣିଥିବେ। କିନ୍ତୁ ଜାଣନ୍ତି କି ଶୁଣୁଥିବା ହର୍ନ ସମାନ ପ୍ରକାରର ନୁହେଁ। ଟ୍ରେନ୍‌ରେ ମୋଟ୍‌ ୯ ପ୍ରକାରର ହର୍ନ ବାଜିଥାଏ। ପ୍ରତ୍ୟେକ ହର୍ନର ଭିନ୍ନ ଅର୍ଥ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଶର୍ଟ ହର୍ନ: ଏହି ହର୍ନର ଅର୍ଥ ହେଉଛି ଟ୍ରେନ୍‌ ଟ୍ରାକ୍‌ରେ ଆସୁଛି। ବର୍ତ୍ତମାନ ଏହାକୁ ସଫା କରିବାର ସମୟ।

୨ଟି ଶର୍ଟ ହର୍ନ ବାଜିଲେ ଟ୍ରେନ୍‌ ଗଡ଼ିବା ପାଇଁ ପ୍ରସ୍ତୁତ।

୩ ଶର୍ଟ ହର୍ନର ଅର୍ଥ ହେଉଛି ଟ୍ରେନର ଲୋକୋପାଇଲଟ୍‌ ଇଞ୍ଜିନରୁ ନିୟନ୍ତ୍ରଣ ହରାଇଛନ୍ତି ଏବଂ ଭ୍ୟାକ୍ୟୁମ୍‌ ବ୍ରେକ ସହିତ ଟ୍ରେନ ବନ୍ଦ କରିବାକୁ ପଡ଼ିଥାଏ।

୪ ନଂ ଶର୍ଟ ହର୍ନ ଅର୍ଥ ହେଉଛି ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଅଛି ଏବଂ ବର୍ତ୍ତମାନ ଟ୍ରେନ୍‌ ଆଗକୁ ଯାଇପାରିବ ନାହିଁ।

୬ ଶର୍ଟ ହର୍ନ ଯେତେବେଳେ ଲୋକୋପାଇଲଟ କୌଣସି ବିପଦକୁ ଅନୁଭବ କରନ୍ତି ସେତେବେଳେ ସେ ଏହି ପ୍ରକାରର ହର୍ନ ବଜାନ୍ତି।

ଛୋଟ ଏବଂ ବଡ଼ ହର୍ନ : ଏହି ପ୍ରକାରର ହର୍ନ ଦୁଇଟି କାରଣରୁ ବଜାଯାଏ। ସର୍ବପ୍ରଥମେ, ଯେତେବେଳେ କେହି ଟ୍ରେନର ଚେନ୍‌ ଟାଣନ୍ତି କିମ୍ବା ଯେତେବେଳେ ଗାର୍ଡ ଭାକ୍ୟୁମ ପ୍ରେସର ବ୍ରେକ୍‌ ଲଗାନ୍ତି।

ଯଦି ହର୍ନ ବହୁ ସମୟ ବାଜେ ତେବେ ଏହାର ଅର୍ଥ ଏହା ପ୍ଲାଟଫର୍ମରେ ବନ୍ଦ ହେବ ନାହିଁ।

ଦୁଇଥର ରହିରହି ହର୍ନ ବଜାଯାଏ ଯେତେବେଳେ ଟ୍ରେନ ରେଳ୍‌ କ୍ରସିଂ ନିକଟରେ ପହଞ୍ଚେ, ସେତେବେଳେ ଏପରି ହର୍ନ ବାଜିଥାଏ। ଏହାର କାରଣ ହେଉଛି କୌଣସି ବ୍ୟକ୍ତି ରେଳ ଟ୍ରାକ୍‌ ନିକଟକୁ ଯେମିତି ନ ଆସନ୍ତୁ।

ଦୁଇଟି ଲମ୍ବା ଏବଂ ଗୋଟିଏ ଶର୍ଟ ହର୍ନ ବାଜିଥାଏ ଯେତେବେଳେ ତା’ର ଟ୍ରାକ୍‌ ପରିବର୍ତ୍ତନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri