Posted inଫୁରସତ

୭୮ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କୁ କରିଥିଲେ ବିବାହ, ୨୨ ଦିନ ପରେ ଘଟିଲା ଏଭଳି

ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ହାତ ଧରିଥିଲେ। ଏହି ବିବାହ ଖବର ଶିରୋନାମା ମଧ୍ୟ ପାଲଟିଥିଲା। ହେଲେ ମାତ୍ର ୨୨ ଦିନ ପରେ ବୃଦ୍ଧଜଣଙ୍କ ସ୍ତ୍ରୀଙ୍କ ଘରକୁ ତଲାକ୍‌ ନୋଟିସ ପଠାଇଦେଇଛନ୍ତି।

୭୮ ବର୍ଷୀୟ ଅବା ସରନା ନୋନି ନବୀତାଙ୍କୁ ସେଠାକାର ରୀତିନୀତି ଅନୁଯାୟୀ ନିକାହ୍‌ କରିଥିଲେ। ବିବାହ ପାଇଁ ୫୦ ହଜାର ଟଙ୍କା, ମୋଟରସାଇକେଲ, ଆଲମିରା ସହ ଅନ୍ୟ ସାମଗ୍ରୀ ଦିଆଯାଇଥିଲା। ହେଲେ ୨୨ ଦିନ ପରେ ହଠାତ ବୃଦ୍ଧ ଜଣଙ୍କ ନୋଟିସ ପଠାଇଦେଇଥିଲେ। ଏହାକୁ ଦେଖି ନୋନୀଙ୍କ ପରିବାରଲୋକେ ଚକିତ ହୋଇଯାଇଥିଲେ। କ’ଣ ପାଇଁ ସରନା ଏଭଳି ନିଷ୍ପତ୍ତି ନେଲେ ତାହା କେହି ଜାଣିପାରି ନ ଥିଲେ।

ନୋନୀଙ୍କ ଘରଲୋକଙ୍କ ଅନୁଯାୟୀ, ବୟସରେ ଅଧିକ ତାରତମ୍ୟ ଥିଲେ ହେଁ ବିବାହ ନେଇ କୌଣସି ସମସ୍ୟା ନ ଥିଲା। ସରନାଙ୍କ ପରିବାରଲୋକେ ଏହି କଥା ଉଠାଇଥିଲେ ହେଁ ପରେ ସବୁ ଶାନ୍ତ ପଡ଼ି ଯାଇଥିଲା। ଏପରିକି ବିବାହ ପୂର୍ବରୁ ନୋନୀ ଗର୍ଭବତୀ ଥିବା କୁହା ଯାଉଥିଲେ ହେଁ ତାଙ୍କ ଭଉଣୀ ଏହାକୁ ମିଥ୍ୟା ବୋଲି କହିଥିଲେ। ଏପରିସ୍ଥଳେ ବିବାହ ଭାଙ୍ଗିବା ନେଇ ନୋଟିସ୍‌ ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୋଲି କୁହନ୍ତି।

ଏହି ଖବର ଜଣାପଡ଼ିବା ପରେ ଉଭୟଙ୍କର ଏକାଧିକ ଫଟୋ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri