Posted inଭଦ୍ରକ

୫,୨୩୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ

dhana gacha - paddy field submerged in water

ଭଣ୍ଡାରିପୋଖରୀ, ୧୨।୧୨ (ଡି.ଏନ.ଏ)  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତରେ ଜୱାଦ ପ୍ରଭାବରେ ବର୍ଷା ଯୋଗୁ ମୋଟ ୫,୨୩୫ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ରାଜସ୍ବ ଓ କୃଷି ବିଭାଗ ମିଳିତ ଅନୁଧ୍ୟାନରୁ ଜଣାଯାଇଛି ଯେ, ପ୍ରଭାବିତ ଫସଲ ମଧ୍ୟରୁ ଖରିଫ ଧାନ ୫,୧୫୬ ହେକ୍ଟର, ୭୯ ହେକ୍ଟର ରବି ଓ ପନିପରିବା ଚାଷ। ଦକ୍ଷିଣବାଡ଼ ପଞ୍ଚାୟତରେ ୧୬୦ ହେକ୍ଟର, ମାଳଦାରେ ୨୬୫, ରହଣିଆରେ ୩୭୨, ପାଟୁଳିରେ ୮୬, ନଗୁଁଆରେ ୨୩୯, ର୍ନିଗୁଣ୍ଡିରେ ୩୮୩, ନେରଡ଼ାରେ ୩୨୮, ରାମଚନ୍ଦ୍ରପୁରରେ ୨୮୮, ରାଜେନ୍ଦ୍ରପୁରରେ ୪୨୫, ବନ୍ଦାଳ ମଡ଼ିଆଳିରେ ୧୫୮, ନଁାଆମୀରେ ୨୩୦, କୁରିଗଁାରେ ୩୫୯, ସାନଶାସନରେ ୨୭୨, ଝୁଟଣାରେ ୮୯, ତେସିଙ୍ଗାରେ ୧୬୯, ବଇଅଁାବନାପୁରରେ ୧୪୦, ବିଷ୍ଣୁପୁରରେ ୫୪, ଜଳମଣ୍ଡୁଆରେ ୨୫, ବାଲିପୋଖରୀରେ ୪୪୧, ଷୋଳମପୁରରେ ୪୧୦, ସରସଦାରେ ୨୦୭, ନପଙ୍ଗରେ ୨୫ ଓ ରଣଜିତ ପଞ୍ଚାୟତରେ ୩୧ ହେକ୍ଟର ଧାନ ଚାଷ ପ୍ରଭାବିତ ହୋଇଛି। ସେହିପରି ସରସଦାରେ ୭ ହେକ୍ଟର, କୁରିଗଁାରେ ୩୧, ର୍ନିଗୁଣ୍ଡିରେ ୧୧, ନଗୁଁଆରେ ୬, ଷୋଳମପୁରରେ ୭ ଓ ବାଲିପୋଖରୀ ପଞ୍ଚାୟତରେ ୧୦ ହେକ୍ଟର ଅଣଧାନ ଚାଷ ପ୍ରଭାବିତ ହୋଇଥିବା ବିବରଣୀ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri