ଆଜି ଚିହ୍ନଟ ହେଲେ ୨୪୫ ଆକ୍ରାନ୍ତ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୪ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୦୧ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୪୩ଜଣ ସଂକ୍ରମିତ ୧୮ ବର୍ଷରୁ କମ୍‌ ଥିବା ନେଇ ରବିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଦେଖନ୍ତୁ କେଉଁ ଜିଲାରୁ କେତେ?