Yearly Archives: 2019

ବୟସ ଜାଲିଆତି କରିଥିଲେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ

ନୂଆଦିଲ୍ଲୀ,୩୧।୧୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଜଣେ ସଦସ୍ୟଙ୍କୁ ବୟସ ଜାଲିଆତି କାରଣରୁ ବାସନ୍ଦ କରାଯାଇଛି। ମନଜୋତ କାଲରାଙ୍କୁ ଦିଲ୍ଲୀ ଓ ଜିଲା କ୍ରିକେଟ ଆସୋସିଏଶନ (ଡିଡିସିଏ) ୨ ବର୍ଷ ପାଇଁ ବିଭିନ୍ନ ବୟସ ବର୍ଗର...

ରାଶିଫଳ: ବୁଧବାର, ଜାନୁଆରି ୧ ତାରିଖ – Daily Horoscope

ମେଷ ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ...

ନିଜର ପର୍ସନାଲିଟି ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ ପର୍ସନାଲିଟି ପାଇଁ ସେ ଟେଲିଭିଜନ ଜଗତରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି।...

ନୂଆବର୍ଷ ପୂର୍ବରୁ ଅଘଟଣ: ଅତ୍ୟଧିକ ମଦ୍ୟପାନ କରି ୫ ଗୁରୁତର

ଖୋର୍ଦ୍ଧା ଅଫିସ, ୩୧।୧୨: ନୂଆବର୍ଷ ପୂର୍ବରୁ ଅଘଟଣ। ଅତ୍ୟଧିକ ମଦ୍ୟପାନ କରି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ୫ ଜଣ ବ୍ୟକ୍ତି ମଙ୍ଗଳବାର ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ଯୁବକମାନେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ...

ଗୁଜରାଟ ବିପକ୍ଷ ମ୍ୟାଚ୍‌ରୁ ଦିଣ୍ଡା ବାଦ୍‌

କୋଲକାତା,୩୧।୧୨- ସିନିୟର ପେସର ଅଶୋକ ଦିଣ୍ଡାଙ୍କୁ ଗୁଜରାଟ ବିପକ୍ଷ ମ୍ୟାଚ୍‌ ପାଇଁ ୧୬ ଜଣିଆ ବେଙ୍ଗଲ ଦଳରେ ସ୍ଥାନ ମିଳିନାହିଁ। ଦଳର ବୋଲିଂ କୋଚ୍‌ ରଣାଦେବ ବୋଷଙ୍କୁ ଗାଳିଗୁଲଜ କରିବା ପାଇଁ ଆନ୍ଧ୍ର ବିପକ୍ଷ ମ୍ୟାଚ୍‌ରୁ ତାଙ୍କୁ ବିଦା କରାଯାଇଥିଲା।...

ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ ଚାଲିଯାଇଛି। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଏହି ଶୋ’ର ଅନ୍ୟତମ କଳାକାର...

ଡିଜିଟାଲ ଲାଇଫ୍‌

ଓ୍ବାର୍କିଂ ଲାଇଫ୍‌ ହେଉ ଅବା ପର୍ସନାଲ୍‌ ଲାଇଫ୍‌, ସବୁକିଛି ସମୟ ସହ ପାଦ ଦେଇ ବଦଳିବାରେ ଲାଗିଛି। ଡିଜିଟାଲ ଲାଇଫ୍‌ ଦିନକୁ ଦିନ ଆଡ୍‌ଭାନ୍ସ ହେବା ଦ୍ୱାରା ପ୍ରତିଦିନ ନୂଆ ନୂଆ ଆପ୍ସରୁ ଆମକୁ କିଛିନା କିଛି ଶିଖିବାକୁ ମିଳୁଛି।...

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ମକର୍ତ୍ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିବା ଦେଖିବାକୁ...

ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର-୨୦୨୦ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନେତୃତ୍ୱରେ...

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ସଜନାଗଡ,୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଚାଷୀମାନେ ଧାରଣା ଦେଇଛନ୍ତି। ଚଳିତବର୍ଷ ଧାନ ବିକ୍ରି ପାଇଁ ନୀଳଗିରି ଲ୍ୟାମ୍ପ ଅଧୀନ ବିଭିନ୍ନ ସୋସାଇଟିରେ ବହୁଚାଷୀ ନାମ ପଞ୍ଜୀକରଣ ପାଇଁ କାଗଜପତ୍ର ଦାଖଲ...

ଏସବୁ ୫ ରାଶି ବ୍ୟକ୍ତିଙ୍କ ପାଇଁ ୨୦୨୦ ଆଣିଦେବ ସୌଭାଗ୍ୟ…

୨୦୨୦ରେ କେତେକ ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ମିଳିବ ସଫଳତା। କେଉଁ କେଉଁ ରାଶି ପାଇଁ ନୂଆବର୍ଷ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା… ବୃଷ: ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ୨୦୨୦ ବେଶ୍‌ ଭଲ...

୮ ପାକିସ୍ତାନୀଙ୍କୁ ମିଳିଲା ଭାରତର ନାଗରିକତା

ନୂଆଦିଲ୍ଲୀ,୩୧।୧୨: ରାଜସ୍ଥାନର କୋଟା ସହରରେ ରହୁଥିବା ୮ ପାକିସ୍ତାନୀଙ୍କୁ ଭାରତର ନାଗରିକତା ମିଳିଛି। ଗତ ୨୦୦୦ମସିହାରୁ ଏମାନେ ରାଜସ୍ଥାନରେ ରହୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏହି ନାଗରିକତା ପ୍ରଦାନ କରାଯାଇଛି। ଏମାନେ ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri