Yearly Archives: 2019

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଯୋଡି ପୁଣି ଏକାଠି ନଜର ଆସିବେ। ପୂର୍ବରୁ...

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ଏମିତି ଏକ କଳାକୃତି ପ୍ରଦର୍ଶନ କରାଯାଇଛି ଯାହା ସମସ୍ତଙ୍କ...

ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ: ପଶୁବଳିରେ ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ଜିଲାର ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର କନ୍ଧ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶୁଲିଆ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ।...

ମାର୍ଚ୍ଚ ୨୯ରୁ ଆଇପିଏଲ-୧୩

ମୁମ୍ବାଇ,୩୧।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ ଏକ ସାକ୍ଷାତ୍‌କାରରେ...

ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ

ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଆଫଗାନ...

ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ କ୍ରିକେଟର କେ.ଏଲ୍‌. ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ୍‌ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା...

ରସାବଳି

ଆବଶ୍ୟକ ସାମଗ୍ରୀ- ଏକ କପ୍‌ ପନିର, ଚିନି ପାଉଡର- ୧ କପ୍‌, ସୁଜି- ୨ ଚାମଚ, ବେକିଂ ସୋଡା- ଅଳ୍ପ ପରିମାଣରେ, ଅଳେଇଚ ପାଉଡର- ୧ ଚାମଚ, କ୍ଷୀର- ୨ କପ୍‌, ଆଲ୍‌ମଣ୍ଡ୍‌ ବାଦାମ ଛୋଟ ଛୋଟ ଖଣ୍ଡ- ୧/୨...

୨୮ତମ ସେନା ମୁଖ୍ୟ ହେଲେ ନରାଓ୍ବଣେ: ନୂଆବର୍ଷରୁ ସିଡିଏସ୍‌ ଭାର ସମ୍ଭାଳିବେ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ମଙ୍ଗଳବାର ୨୮ତମ ସେନା ମୁଖ୍ୟ ଭାବେ ଲ୍ୟୁଟନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନରାଓ୍ବଣେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଆସନ୍ତା ୩ ବର୍ଷ ଏହି ପଦବୀରେ କାର୍ଯ୍ୟ କରିବେ। ଏହା ସହିତ ଜେନେରାଲ...

ନୂଆବର୍ଷ ସେଲିବ୍ରେଟ କରିବାକୁ ଗୋଆରେ ପହଞ୍ଚିଲେ ମଲାଇକା

ମୁମ୍ବାଇ: ଆଉ କିଛି ସମୟ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ନୂଆବର୍ଷକୁ ପାଳିବା ପାଇଁ ନିଜ ନିଜ ପସନ୍ଦର...

ନୂଆବର୍ଷ ପାଇଁ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କଲା ଗୁଗୁଲ

ଓ୍ବାଶିଂଟନ,୩୧।୧୨: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଗୁଗୁଲ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କରିଛି। ନ୍ୟୁ ଇୟର ଇଭ ନାଁରେ ଏହି ଡୁଡୁଲ ପ୍ରସ୍ତୁତ କରାଯାଇଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ଏବେ...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଦିନ ପାଇଁ ମାର୍କେଟରେ ମିଳୁଛି ବିଭିନ୍ନ ପାଟର୍ନର ଷ୍ଟୋଲ୍‌ । ଏହାକୁ ଆପଣ ଶାଢ଼ି, ସୁଟ୍‌, ଜିନ୍ସ, ସ୍କର୍ଟ ଆଦି ସହ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପକାଇପାରିବେ। ଡ୍ରେସ୍‌ ଅନୁଯାୟୀ ଉଲେନ୍‌ ଏବଂ କଟନ୍‌ ଷ୍ଟୋଲ୍‌କୁ ବି ମ୍ୟାଚ୍‌ କରି...

ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରାଇବାରେ ସଫଳ ହୋଇଛନ୍ତି ମନୀଷା ମନସ୍ବିନୀ। ଛୋଟବେଳେ ବିଶେଷ କିଛି ସ୍ବପ୍ନ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri