Posted inଜାତୀୟ

ନକଲି ଔଷଧ ବିକ୍ରି: ୨୧ରାଜ୍ୟର ୨୦୯ଟି କମ୍ପାନୀ କରିଛନ୍ତି ସରକାରଙ୍କ ନୋଟିସ୍‌କୁ ଅଣଦେଖା

ନୂଆଦିଲ୍ଲୀ,୧।୭:ନକଲି ଔଷଧ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ସଂଗୃହିତ ତଥ୍ୟ ଅନୁଯାୟୀ ଗତ ଚାରି ବର୍ଷ ମଧ୍ୟରେ ୭୮ ଟି କମ୍ପାନୀକୁ ନକଲି ଔଷଧ ବିଷୟରେ ୨୦ରୁ ଅଧିକ ଥର ନୋଟିସ ଦିଆଯାଇଛି। ଯେତେବେଳେ କେନ୍ଦ୍ରୀୟ ଟିମ୍‌ ପୁନର୍ବାର ଏହି କମ୍ପାନୀଗୁଡିକରେ ଯାଞ୍ଚ କରିଥିଲେ ନୋଟିସ୍‌ ସତ୍ତ୍ୱେ ସେମାନେ କିଛି ପରିବର୍ତ୍ତନ କରି ନ ଥିଲେ। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧୬ଟି କମ୍ପାନୀ ବିରୋଧରେ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଦୁଇଟି କମ୍ପାନୀର ଲାଇସେନ୍ସ ବାତିଲ କରିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ଠାରୁ ସମସ୍ତ ରାଜ୍ୟରେ ଔଷଧର ଗୁଣବତ୍ତା ଯାଞ୍ଚ ପାଇଁ ଏକ ଜାତୀୟ ଅଭିଯାନ ଜାରି ରହିଛି। ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଦର୍ଶାଉଛି ଯେ, ଗତ ଚାରି ବର୍ଷ ମଧ୍ୟରେ ୨୧ଟି ରାଜ୍ୟର ୨୦୯ କମ୍ପାନୀ ସରକାରୀ ନୋଟିସ୍‌କୁ ଅଣଦେଖା କରିଛନ୍ତି। ୭୮ଟି କମ୍ପାନୀକୁ ୨୦ରୁ ଅଧିକ ଥର ନୋଟିସ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ, ମୋ’ ସ୍କୁଲ ଅଭିଯାନ ଯୋଜନାରୁ ଲକ୍ଷାଧିକ ଟଙ୍କା…

ଦେବଗଡ଼,୨୩ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ତିଲେଇବଣି ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ହେଇଛି। ମୋ’ ସ୍କୁଲ ଅଭିଯାନରୁ ଲକ୍ଷାଧିକ ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ…

ଅଧରାତିରେ ଅମିତାଭ ବଚ୍ଚନ ମୋତେ କରନ୍ତି ଫୋନ: ଅଭିନେତ୍ରୀ ଦିବ୍ୟା ଦତ୍ତ କଲେ ବଡ଼ ଖୁଲାସା

ଅମିତାଭ ବଚ୍ଚନ ବଲିଉଡର ‘ଶେହନଶା’। ଅନେକ ବ୍ଲକବଷ୍ଟର ଫିଲ୍ମ ଜରିଆରେ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି। କେବଳ ଅଭିନୟ ନୁହେଁ, ଉତ୍ତମ ସ୍ବଭାବ…

ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, PUC ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ!

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ଯାନବାହନ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା ଦାବିରେ ବିକ୍ଷୋଭ

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି , ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା…

ଗ୍ରାହକଙ୍କୁ ଲୁହାରଡ୍‌ରେ ପିଟିଲେ ବ୍ୟାଙ୍କ କ୍ୟାଶିୟର, ଟଙ୍କା କାହିଁକି ମିଳୁନି ପଚାରିବାରୁ…

ଧୂଷୁରୀ,୨୩ା୪(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନରେ ଥିବା ଏସ୍‌ବିଆଇ ଆରଡ଼ି ଶାଖାର କ୍ୟାଶିୟର ଜଣେ ଗ୍ରାହକ(ଛାତ୍ର)ଙ୍କୁ ବୁଧବାର ପୂର୍ବାହ୍ନରେ ଲୁହାରଡ୍‌ରେ…

ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସର ମୂଳ ଲକ୍ଷ୍ୟ: ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାଡର୍‌ସ-୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର…

‘ମୁଁ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ୍ ଦେଖେ…’ କାହିଁକି ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୩।୪: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଥିଲା । ଯେତେବେଳେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଅଧିଗ୍ରହଣ କରିଥିଲା, ସେତେବେଳେ ସେ ମାତ୍ର ୧୩ ବର୍ଷ ବୟସର…

ହଠାତ୍‌ ଫ୍ଲପ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ: ଖୋଲିଗଲା ପୋଲ୍‌

ନୂଆଦିଲ୍ଲୀ,୨୩।୪: IPL 2026ର ପ୍ରଥମ ଚାରି ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରିଥିଲେ। କିଛି ଦିନ ପାଇଁ ସେ ଅରେଞ୍ଜ କ୍ୟାପ ମଧ୍ୟ ରଖିଥିଲେ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri