୧୮ ଟ୍ରେନ ବାତିଲ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୨୯।୧୧: ଚକ୍ରଧରପୁରରେ ଆଧୁନିକୀକରଣ ପାଇଁ ଏକାଧିକ ଟ୍ରେନ ବାତିଲ କରାଯାଇଥିବା ନେଇ ରବିବାର ରେଲୱେ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧୭ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୧୮ଟି ଟ୍ରେନ୍‌ର ଯାତ୍ରା ବାତିଲ କରାଯାଇଥିବା ନେଇ ରେଲୱେ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଏପରିକି ୫ଟି ଟ୍ରେନକୁ ସର୍ଟଟର୍ମିନେଟ କରାଯିବା ସହ ୩ଟି ଟ୍ରେନ୍‌ର ଯାତ୍ରା ଆଂଶିକ ଭାବେ ସମାପ୍ତ ହେବ।

Share