ହାଫିଜ୍‌ ଦୋଷୀ ସାବ୍ୟସ୍ତ

ଲାହୋର,୧୨ା୧୨(ପି.ଟି.): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜେୟୁଡି ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ୁଥିବାବେଳେ ହାଫିଜ୍‌ ଓ ତାଙ୍କର ୩ ସହଯୋଗୀ ହାଫିଜ୍‌ ଅବଦୁଲ ସଲାମ୍‌ ବିନ୍‌ ମହମ୍ମଦ, ମହମ୍ମଦ ଅଶ୍ରଫ ଓ ଜାଫର ଇକ୍‌ବଲଙ୍କୁ ଟେରର୍‌ ଫାଇନାନ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

Share