Categories: ଜାତୀୟ

ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ଦେଉଛି ପ୍ରେରଣା: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହା ସୂଚିତ କରୁଛି ଯେ, ଭାରତୀୟ ଯେ କୌଣସି କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିପାରିବେ। ଭାରତୀୟଙ୍କ ଲକ୍ଷ୍ୟରେ ବାଧାବିଘ୍ନ ପ୍ରତିବନ୍ଧକ ସାଜି ପାରିବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି।

Share