Categories: ଜାତୀୟ

ମହାରାଷ୍ଟ୍ରରେ ଏନ୍‌ଡିଏ ବହୁମତ ହାସଲ ଲକ୍ଷ୍ୟରେ: ହରିୟାଣାରେ କଂଗ୍ରେସର କଡ଼ା ମୁକାବିଲା

ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ବହୁମତ ଲକ୍ଷ୍ୟ ହାସଲ କରିବାର ଜଣାପଡୁଥିବାବେଳେ ହରିୟାଣାରେ ପ୍ରତିଘଣ୍ଟାରେ ସ୍ଥିତି ବଦଳିବାରେ ଲାଗିଛି। ଏଠାରେ ଶାସକ ଭାଜପା ସହିତ କଂଗ୍ରେସ କଡ଼ା ମୁକାବିଲା ଜାରି ରଖିଛି। ମହାରାଷ୍ଟ୍ରରେ ଭାଜପା ୫୨ ଆସନରେ ଆଗୁଆ ଥିବାବେଳେ ହରିୟାଣାରେ ୩୭ ଆସରେ ଆଗୁଆ ରହିଛି। ସେହିପରି କଂଗ୍ରେସ ହରିୟାଣାରେ ୩୦ ଆସନରେ ଆଗୁଆ ଥିବାବେଳେ ମହାରାଷ୍ଟ୍ରରେ ୨୦ ଆସନରେ ଆଗୁଆ ରହିଛି।

Share