ମହାନତିର ସାବିତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍, ଅନ୍ଧାଧୁନ୍, ପଦ୍ମାବତ୍, ବଧାଈ ହୋ ଅାଦି ହିନ୍ଦୀ ସିନେମା ପୁରସ୍କାର ଲାଗି ଚୟନ କରାଯାଇଛି ଅନ୍ଧାଧୁନ୍ ଲାଗି ଅାୟୁଷ୍ମାନ୍ ଖୁରାନା ଓ ଉରି ସକାଶେ ଭିକି କୌଶଲ ଶ୍ରେଷ୍ଠ ଅଭିନେତା ଭାବେ ବଛାଯାଇଥତ୍ବା ବେଳେ ତେଲୁଗୁ ଓ ତାମିଲ ଭାଷାର ଦ୍ୱିଭାଷୀ ଚଳଚ୍ଚିତ୍ର ମହାନତି ଲାଗି ମାଲାୟଲୀ ଅଭିନେତ୍ରୀ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି କୀର୍ତ୍ତି ମହାନତିରେ ଅଭିନେତ୍ରୀ ସାବିତ୍ରୀ ଚରିତ୍ରରେ ନିଖୁଣ ଅଭିନୟ କରି ଲୋକପ୍ରିୟତା ଅର୍ଜନ ସହ ଜାତୀୟ ପୁରସ୍କାର ପାଇବାକୁ ଯାଉଥତ୍ବାରୁ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଅାସିଛି
କୀର୍ତ୍ତି ୧୭ ଅୋବର ୧୯୯୨ରେ ମାଲାୟାଲମ ଫିଲ୍ମ ପ୍ରଯୋଜକ ସୁରେଶ କୁମାର ଓ ତାମିଲ ଅଭିନେତ୍ରୀ ମାନେକାଙ୍କଠାରୁ ଜନ୍ମଗ୍ରହଣ କରିଥତ୍ଲେ ବଡ଼ ଭଉଣୀ ରେବତୀ ସୁରେଶ ସିନେମାରେ ଭିଜୁଅାଲ ଅାର୍ଟିଷ୍ଟ ଭାବେ କାଯର୍ୟ କରନ୍ତି ଶାହରୁଖ୍ ଖାନ୍ଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ୍ ଲାଗି ମଧ୍ୟ ସେ କାଯର୍ୟ କରିଛନ୍ତି ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥତ୍ବାରୁ ପିଲାଟି ବେଳୁ କୀର୍ତ୍ତି ଅଭିନୟ ପ୍ରତି ଅାକର୍ଷିତ ହୋଇଥତ୍ଲେ ତାଙ୍କ ସ୍କୁଲ ଜୀବନ ତାମିଲନାଡୁର ଚେନ୍ନାଇଠାରେ ଅାରମ୍ଭ ହୋଇଥତ୍ଲା ଓ ସେହିଠାରେ ସେ ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥତ୍ଲେ ଏହା ପରେ କୀର୍ତ୍ତି କେରଳ ଥତ୍ରୁଭାନନ୍ଥପୁରମ୍ର ପାଟୋମ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥତ୍ଲେ ଫେଶନ ଡିଜାଇନିଂ ପଢ଼ିବା ଲାଗି ସେ ପୁନଶ୍ଚ ଚେନ୍ନାଇ ଫେରିଅାସି ପର୍ଲ ଏକାଡେମୀରେ ନାମ ଲେଖାଇଥତ୍ଲେ ସେଠାରୁ ଫେଶନ ଡିଜାଇନିଂରେ ଡିଗ୍ରୀ ଅର୍ଜନ କରିବା ପରେ କୀର୍ତ୍ତି ଲଣ୍ଡନଠାରେ ଦୁଇ ମାସ ଇଣ୍ଟର୍ନଶିପ୍ ଏବଂ ସ୍କଟଲାଣ୍ଡ୍ରେ ୪ ମାସିଅା ଭାବ ବିନିମୟ କାଯର୍ୟକ୍ରମରେ ଯୋଗ ଦେଇଥତ୍ଲେ ହେଲେ ଅଭିନୟ ପ୍ରତି କୀର୍ତ୍ତିଙ୍କ ଅାକର୍ଷଣ ତାଙ୍କୁ ପରିଚିତି ଅାଣିଦେଇଛି ତାଙ୍କ ଫିଲ୍ମ କ୍ୟାରିୟର ଦେଖତ୍ଲେ ସେ ମାଲାୟାଲି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ନିଜର ପ୍ରଭାବ ଜାରି ରଖତ୍ଛନ୍ତି ୨୦୦୦ ମସିହାରେ ଶିଶୁ କଳାକାର ଭାବେ ପିତାଙ୍କ ପ୍ରଯୋଜିତ ଫିଲ୍ମ ପାଇଲଟ୍ସରୁ ତାଙ୍କ ଯାତ୍ରା ଅାରମ୍ଭ ହୋଇଥତ୍ଲା ସେହିପରି ପିତାଙ୍କ ଅନ୍ୟାନ୍ୟ ସିନେମା ୨୦୦୧ରେ ଅଚେନେୟାନେନିକିସ୍ଥାମ୍, ୨୦୦୨ରେ କୁବେରାନ୍ ଏବଂ କେତେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଥତ୍ଲେ ତେବେ କୁବେରାନ୍ର ୧୧ ବର୍ଷ ପରେ ତାଙ୍କୁ ଗୀତାଞ୍ଜଳିରେ ମୁଖ୍ୟ ଅଭିନେତ୍ରୀ ଭୂମିକା ମିଳିଥତ୍ଲା ଏହି ସମୟରେ ସେ ପାଠ ପଢ଼ୁଥତ୍ଲେ ସେମିଷ୍ଟର ପରୀକ୍ଷା ମଝିରେ ସେ ଶୁଟିଂ ପାଇଁ ଯାଉଥତ୍ବା ତାଙ୍କ ପକ୍ଷେ ଚ୍ୟାଲେଞ୍ଜ ସୃଷ୍ଟି କରିଥତ୍ଲା ୨୦୧୪ରେ ରିଙ୍ଗ୍ ମାଷ୍ଟରରେ ଜଣେ ଦୃଷ୍ଟିହୀନା ଭୂମିକାରେ ଅଭିନୟ କରିଥତ୍ଲେ ସେତେବେଳେ ଏହି ରୋଲ୍ ଗୀତାଞ୍ଜଳିରେ ମିଳିଥତ୍ବା ଭୂମିକାଠାରୁ ଅଧତ୍କ ଅାହ୍ବାନ ସୃଷ୍ଟି କରିଥତ୍ଲା ସମୟ ତାଙ୍କୁ ସହାୟକ ହେବାରୁ ରିଙ୍ଗ୍ ମାଷ୍ଟର ସୁପରହିଟ୍ ହୋଇଥତ୍ଲା ଓ ବାଣିଜି୍ୟକ ଦୃଷ୍ଟିରୁ ସଫଳତା ପାଇଥତ୍ଲା ଏହା ପରେ ତାଙ୍କ ଚାହିଦା ବୃଦ୍ଧି ପାଇବାରୁ ସେ ତାମିଲ ଫିଲ୍ମରେ ଅଭିନୟ ସୁଯୋଗ ପାଇଥତ୍ଲେ ୨୦୧୫ରେ ଇଧୁ ଇନ୍ନା ମାୟାମ୍ରେ କୀର୍ତ୍ତି ଲୋକପ୍ରିୟ ନାୟକ ବିକ୍ରମ ପ୍ରଭୁଙ୍କ ସହ ଅଭିନୟ କରିବା ସହ ଏକାଧତ୍କ ତାମିଲ ଫିଲ୍ମରେ ଅଭିନୟ କରିଥତ୍ଲେ ୨୦୧୬ରେ ସେ ତେଲୁଗୁ ଫିଲ୍ମ ନେନୁ ଶୈଲଜାରେ ପଦାର୍ପଣ କରିଥତ୍ଲେ ୨୦୧୭ରେ ବୈରଭ ଚଳଚ୍ଚିତ୍ରରେ ବିଜୟଙ୍କ ବିପକ୍ଷରେ ନାୟିକା ସାଜିଥତ୍ଲେ ୨୦୧୮ରେ ତେଲୁଗୁ ଓ ତାମିଲ ଦ୍ୱିଭାଷୀ ସିନେମା ମହାନତିରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସ୍ବର୍ଗତା ସାବିତ୍ରୀଙ୍କ ଜୀବନୀ ଉପରେ ଅାଧାରିତ ଚରିତ୍ରରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥତ୍ଲେ ଫଳସ୍ବରୂପ ତାହା ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଲାଗି ସହାୟକ ହୋଇପାରିଛି
ନିକଟରେ ମୁକ୍ତିଲାଭ କରିଥତ୍ବା ସମୟ ୨, ଦି ସିକୁଏଲ୍ ଅଫ୍ ସମୟ, ସାଣ୍ଡାକୋଝିରେ କୀର୍ତ୍ତିଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖତ୍ଛି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ୨୦୧୯ରେ ମାଲାୟଲି, ତେଲୁଗୁ ଏବଂ ତାମିଲ ଫିଲ୍ମରେ ଅଭିନୟ କରିବା ଲାଗି ତାଙ୍କୁ ପଯର୍ୟାପ୍ତ ସୁଯୋଗ ମିଳିଛି ଏପରି କି ଦକ୍ଷିଣ ଭାରତର ଅନ୍ୟତମ ସୁପରଷ୍ଟାର ନଗାର୍ଜୁନଙ୍କ ସହ ଅଭିନୟ କରୁଥତ୍ବାରୁ କୀର୍ତ୍ତି ଅତ୍ୟନ୍ତ ଖୁସି ଥତ୍ବା କହିଛନ୍ତି ଅାଞ୍ଚଳିକ ଫିଲ୍ମରେ ନିଖୁଣ ଅଭିନୟ କରି ବିଚାରକମଣ୍ଡଳୀଙ୍କ ମନ ଜିଣିପାରିଥତ୍ବାରୁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିପାରିଛି ବୋଲି କୁହାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri