ଭାଲେଣ୍ଟାଇନ୍ସ ଫ୍ୟାଶନ

ପାର୍ଟନର ପ୍ରତି ନିଜର ଭଲପାଇବା ଜାହିର କରିବା ପାଇଁ ଭାଲେଣ୍ଟାଇନ୍ସ ଡେ’ଠାରୁ ଭଲ ଦିନ ଆଉ କ’ଣ ଅଛି ? ଯଦି ଆପଣ ଏହି ଦିନକୁ ଖାସ୍‌ ବନାଇବା ପାଇଁ ଚାହୁଁଛନ୍ତି ତେବେ
ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ….

ଲେସ୍‌ ଡ୍ରେସ୍‌
ଲେସ୍‌ ଥିବା ଡ୍ରେସ୍‌ ଆପଣଙ୍କ ପର୍ସନାଲିଟିକୁ ଖୁବ୍‌ ମାନିବ। ମୁଡ୍‌ ଅନୁସାରେ ଆପଣ ଲଙ୍ଗ୍‌ ସ୍ଲିଭ୍‌ସରୁ ଆରମ୍ଭକରି ଫିଗର ଫିଟିଂ ଡ୍ରେସ୍‌ ଯାଏ ବାଛି ପିନ୍ଧିପାରିବେ।
ପ୍ଲେନ୍‌ ପ୍ଲିଟେଡ୍‌ ସ୍କର୍ଟ
ଏବେ ପ୍ଲିଟେଡ୍‌ ସ୍କର୍ଟର ଟ୍ରେଣ୍ଡ ରହିଛି। ଏହା ଆପଣଙ୍କୁ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଆପଣ ପସନ୍ଦ ମୁତାବକ ଲଙ୍ଗ୍‌ ଏବଂ ଶର୍ଟ ସ୍କର୍ଟ ବି ଆପଣାଇ ପାରିବେ।
ରିପ୍ଡ ଜିନ୍ସ, ଜଗର ଜିନ୍ସ
ଯଦି ଆପଣଙ୍କୁ କାଜୁଆଲ ଲୁକ୍‌ ପସନ୍ଦ, ତେବେ ରିପ୍ଡ ଜିନ୍ସ ବାଛନ୍ତୁ। ଏହା ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଏହା ସହ ସ୍ମାର୍ଟ ସି କ୍ରାପ୍‌ ଟପ୍‌ ବା ଅଫ୍‌ ସୋଲ୍‌ଜର ଟପ୍‌ ପିନ୍ଧିପାରିବେ। ଏହା ସହ ଆପଣ ଲଙ୍ଗ୍‌ ବୁଟ୍‌ ବି ପିନ୍ଧିପାରିବେ।
କୁଲୋଟ୍‌ସ
କ୍ରପ୍‌ ଟପ୍‌ ପରେ ଆଜିକାଲି କ୍ରପ୍‌ ପ୍ୟାଣ୍ଟ୍‌ର ଟ୍ରେଣ୍ଡ ଚାଲିଛି। ଏହାକୁ କୁଲୋଟ୍‌ସ ବି କୁହାଯାଉଛି। ଯଦି ଆପଣଙ୍କୁ କୁଲ୍‌ ଲୁକ୍‌ ପସନ୍ଦ ତେବେ ଏହାକୁ ଟ୍ରାଏ କରିପାରିବେ। ଏହାକୁ ଷ୍ଟାଇଲିଶ୍‌ କ୍ରପ୍‌ ଟପ୍‌ ସହ ପେୟାର କରି ପିନ୍ଧିଲେ ବି ବେଶ୍‌ ମାନିବ।
କ୍ରପ୍‌ ଟପ୍‌ ଓ ହାଇ ଓ୍ବେଷ୍ଟ୍‌ ଜିନ୍ସ
ଯଦି ଆପଣ ସିମ୍ପଲ ଏବଂ କ୍ଲାସି ଲୁକ୍‌ ଚାହୁଁଛନ୍ତି, ତେବେ କ୍ରପ୍‌ ଟପ୍‌ ଏବଂ ହାଇ ଓ୍ବେଷ୍ଟ୍‌ ଜିନ୍ସ ଟ୍ରାଏ କରିପାରିବେ। ଏହା ଆପଣଙ୍କୁ ଗ୍ଲାମର୍ସ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri