Categories: ଜାତୀୟ

ଭାଜପାର ଓପନିଂ ବ୍ୟାଟିଂରେ ଚଉକା ଛକା: କଂଗ୍ରେସ ପଛରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଓପନିଂ ବ୍ୟାଟିରେ ଭାଜପା ଚଉକା ଛକା ବର୍ଷା କରୁଥିବା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। କଂଗ୍ରେସ ପଛରେ ପଡ଼ିଥିବା କୁହାଯାଉଛି। ସକାଳ ୮ଟା ୪୦ ସୁଦ୍ଧା ଭାଜପା ଶହେଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୫୧ରେ ଆଗରେ ରହିଛି। ସେହିପରି ଅନ୍ୟ ଦଳ ୨୨ଟି ଲୋକ ସଭା ଆସନରେ ଆଗୁଆ ରହିଛନ୍ତି।

Share