ବ୍ରହ୍ମଗିରିରେ ସାନି ମତଦାନ

ବ୍ରହ୍ମଗିରି,୧୯ା୫(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସଦର ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକର ଦୁଇଟି ବୁଥ୍‌ରେ ରବିବାର ସାନି ମତଦାନ ଆରମ୍ଭ ହୋଇଛି। ପ୍ରକାଶଥାଉ କି, କୃଷ୍ଣପ୍ରସାଦର ୬୨ନଂ ବୁଥ୍‌ର ସିୟୁ ହଜିଯାଇଥିବାବେଳେ ସଦରର ୨୨୮ନଂ ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଯାଇଥିବାରୁ ସାନି ମତଦାନ ଅନୁଷ୍ଠିତ ହେଉଛି।