ବାସନ୍ତୀର ଚିକିତ୍ସା ଲାଗି ହାତ୍‌ ବଢ଼ାଲା ଯୁବକ ସଂଘଚାଁଦା କରି ଡାକ୍‌ତରଖାନା ପଠାଲେ

ମୁରିବାହାଲ, ୧୨।୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଁଚେତ୍‌ର ଜାମୁଟ ଗଁାର ପ୍ରଦୀପ ଲୁହାକଁର ଝି’ ବାସନ୍ତୀ ଲୁହା(୨୨)। ସେ ଅନେକ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇଆଡ଼େ ପରିବାରଟା ଦଲିତ ଆର ନିହାତି ଗରିବ ହେଇଥିଲାବେଲେ ଝି’ର ଚିକିସତ୍ା ନାଇଁ କରେଇପାରି ଭଗବାନ ଭରସାରେ ଘରେ ପକେଇ ରଖିଛନ୍‌।
ସୂଚନା ଅନ୍‌ସାରେ ଜାମୁଟ ଗଁାର ପଦୀପ ଲୁହାକଁର ଝି’ ବାସନ୍ତୀ ଅନେକ ବଛର ହେଲା ମାନସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାର ଲୋକ ତାହାକୁ ଆସର ପାସର ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଇଛନ୍‌। ପରିବାରଟା ଦଲିତ ସମାଜର ହେଇଥିଲାବେଲେ ଘରେ ସବୁବେଲେ ଅଭାବ ଅନାଟନ ଲାଗିରହିଛେ। ପ୍ରଦୀପ ଫିଦିନ ସଖାଲୁ ବାହା ଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଝି’ର ଉଚ ଚିକିସତ୍ା କରାବାର ତାକର ପକ୍ଷେ ସମ୍‌ଭବ ନାଇଁ ହେବାର। ଝି’ର ବେଭାରରେ ପରିବରତନ୍‌ ଦେଖ୍‌ଲେ ବି ଉପେ ଶୂଇନ୍‌ ହେଇ ପରିବାର ଲୋକ ସବୁ ସହିଯାଉଥିବାର କହିଛନ୍‌। ଶେଷେ ପ୍ରଦୀପ ଝି’ର ଚିକିସତ୍ା ସାହାଯ୍‌ ଲାଗି ପତ୍ରାପାଲି(କ) ସରପଁଚ୍‌ ନମିତା ଭରାସଗରିଆ ଆର ନେତାଜୀ ଯୁବକ ସଂଘର ସଭାପତି ଯୁଧିଷ୍ଠିର ଭରାସଗରିଆକୁଁ ଗୁହାରି କରିଥିଲେ। ନେତାଜୀ ଯୁବକ ସଂଘର ସଭ୍ୟମାନକର ଉଦିଅମ୍‌ରେ ଆସର ପାସର ଅଂଚଲର ସହୁରୁଦ ଲୋକ୍‌ମାନକରନୁ ବାସନ୍ତିର ଚିକିସତ୍ା ଲାଗି ସାହାଯ୍‌ ମଗାଯାଇଥିଲା। ମିଲିଥିବାର ସାହାଯ୍‌ ଟଁକାରେ ଯୁବକ ସଂଘର ସଭ୍ୟମାନେ ଗଲା ବୁଧୁବାର ବାସନ୍ତୀକେ ଚିକିସତ୍ା ଲାଗି ବଲାଙ୍ଗୀର ଡାକ୍‌ତରଖାନା ପଠେଇଛନ୍‌। ଇ ମହତ୍‌ କାଯ୍‌ରେ ଯୁଧିଷ୍ଠିର ଭରାସଗରିଆ, ହୃଷୀକେଶ ଭୋଇ, କ୍ଷୀରୋଦ ସେଠ, ଅଭୟ ନାଗ, ହେମନ୍ତ ପୁଟେଲ, ସୁରେଶ ପୁଟେଲ, ରୁମାନ ନାଗ, ମାନସ ବାଗ, ଗିରିଧାରୀ ମାଝୀ, ଦିଗ ଭରାସଗରିଆ, ବାବୁଲି ତାଣ୍ଡି, ମୟ ପୁଟେଲ ପରମୁଖ ସାହାଯ୍‌ କରିଥିଲେ। ସେନ୍‌ତା ଜିଲା ପରଶାସନ ବାସନ୍ତିକେ ସବୁପରକାର ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଯୁବକ ସଂଘ ଦାବି କରିଛେ।