ବାରବାର ଚିକିଛା କରେଇ ହତାଶ ଜୀବନରାମ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ବ୍ରଜରାଜନଗର,୨୨।୧୨(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ରାଜପୁର ଗାଁର ଜୀବନରାମ ସେଠ୍‌। କେହେନ୍‌ସି କାରନ୍‌ରୁ ତାକର ଆଁଖି ପତାଥି ବାରବାର ଗୁଟେ ଆବୁ ବଢ଼ୁଛେ। ଯେତେ ଚିକିଛା କଲେ ବି କିଛି ଲାଭ ନାଇଁ ହେବାର। ହେଲେ ଏନ୍‌ତାଥି ସେ କମେଇ କୁଢ଼େଇ କୁଟୁମ ପୁଷ୍‌ବେ କି ନିଜେ ରୋଗ୍‌ ବେମାରି ଲାଗି ଉଷୋ ଖାଏବେ। ଇ କଥା ଭାବି ଭାବି ସେ ହରମେଶା ମାନ୍‌ସିକ ଚାପରେ ରହୁଛନ୍‌। ଚିକିଛା ସାହାଯ୍‌ ଲାଗି ସେ ଜିଲାପାଳକୁଁ ବି ଗୁହାରି କରିଛନ୍‌। ଶୁକୁରବାର ଜିଲା ପରଶାସନ ଆର ଥାନୀଅ ବିଧାୟକ କିଶୋର ମହାନ୍ତିକଁର ସହଯୋଗରେ ସେ ପରିବାର ସଂଗେ ଚିକିଛା ଲାଗି କଟକ ଯାଇଛନ୍‌।
ସୂଚନା ଅନ୍‌ସାରେ ରାଜପୁର ଗାଁର ଜୀବନରାମ ଝନେ ନିହାତି ଗରିବ୍‌ ଲୋକ। ସେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ୨୦୧୬ ସାଲେ ଜୀବନରାମକଁର ଆଁଖି ପତାଥି ଗୁଟେ ଆବୁ ହେଇଥିଲା। ସେ ବଛର ସେପ୍ଟେମ୍ବର ମାସେ ସେ ସୁନ୍ଦରଗଡ଼ ଡାକ୍‌ତରଖାନାରେ ଆବୁ ଅପରେଶନ କରେଇଥିଲେ। ଅପରେଶନର ଦିନାକେତେ ଉତାରୁ ଫେନ୍‌ ସେ ଜାଗାରେ ଆବୁ ବାହାରିଲା। ୨୦୧୭ ସାଲେ ଜାନୁୟାରୀ ମାସେ ଫେନ୍‌ ଦୁତୀଅ ଥର ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ହେଲେ ମାସ୍‌କେତେ ଛାଡ଼ି ଫେନ୍‌ ସେ ଆବୁ ବାହାରଲା। ଶେଷେ ତୁରତୀଅ ଥର ଲାଗି ୨୦୧୯ ସାଲେ ଏପ୍ରିଲ ମାସେ ଫେନ୍‌ ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ହେଲେ ଅପରେଶନର ୯ ମାସ ଉତାରୁ ଫେନ୍‌ଘାଏ ସେ ଜାଗାରେ ଆବୁ ବାହାରିଛେ। ଏନ୍‌ତାଥି ଜୀବନରାମ ଚିକିଛା କରେଇ କରେଇ ବିଛୋ ହେଇଗଲେନ। ଇଆଡ଼େ ଡାକ୍‌ତରମାନେ ବି ଆବୁଟା ଗୁଟେ ଜାଗାରେ କାହିଁଥିର ଲାଗି ବାରବାର ହେଉଛେ ସେତାର ଟେର ନାଇଁପାଏବାର। ଏହେଦେ ତାକର ଲାଗି ଶେଷ ଭରସା ପାଲଟିଛେ କଟକ। ଇ ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ସମିତି ସଭ୍ୟ ଗଣେଶ ରାମ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri