ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

 

ପାଟଣାଗଡ଼,୨୯।୪(ଡି.ଏନ.ଏ.):
ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗଁାର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଅଁା ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ।
ସୂଚନା ହିସାବେ ହେମ ସଖାଲୁ ପାନି ଆନବାକେ ଯାଇଥିଲେ। ସେ ପାନି ଧରି ଘରକେ ଫିରଲା ବେଲେ ଘରେ ନିଅଁା ଲାଗିଥିବାର ଦେଖି ପାଖ୍‌ପଡ଼ିଶା ଲୁକ୍‌କୁ ଡାକ୍‌ ପକେଇଥିଲେ। ପଡ଼ିଶା ଲୋକ୍‌ମାନେ ଘଟନା ଥଲରେ ପୁହୁଁଚି ହେମର ଦିବ୍ୟାଙ୍ଗ ପୁଓ ଚଉବନ ପରାଭୁଏକୁଁ ଘରୁ ଉଧାର କରିଥିଲେ। ହେଲେ ନିଅଁାରେ ଘରର ସବୁ ଜିନିଷପାତି, ନଗଦ ୩ ହଜାର ଟଁକା, ଆଧାର କାର୍ଡ, ଭୋଟର କାର୍ଡ, ରାଶନ କାର୍ଡ ପୁଡ଼ି ଖାର ହେଇଯାଇଛେ। ହେମର ଘର ପୁଡ଼ବାର ଦେଖି ଥାନୀୟ ଲୋକ ୧୦୧ ନମ୍ବରରେ ଦମକଲ କେନ୍ଦ୍ରକେ ଫୋନ କରିଥିଲେ, ହେଲେ କେହେନ୍‌ସି କାରନ୍‌ରୁ ଫୋନ୍‌ ନାଇଁ ଲାଗଲା। ହେମ ପରାଭୁଏ ଝନେ ମାନସିକ୍‌ ଭିନ୍ନକ୍ଷମ ହେଇଥିଲାବେଲେ ତାକର ପୁଓ ଚଉବନ ବି ମାନସିକ୍‌ ଭିନ୍ନକ୍ଷମ ଆଏ। ଅଭାବ ଅନାଟନ ଲାଗି ଆଏଜ୍‌କେ ୬ ମାସ ହେଲା ତାକର ଆପ୍‌ନେ ବିଶ୍ୱାମିତ୍ର ପରାଭୁଏ ହାଇଦ୍ରାବାଦକେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ହେମ ଗଁାରେ ଭିଖ୍‌ମାଗି, ପାଖ୍‌ପଡ଼ିଶାକର ଘରର କାମବୁତା କରି ପୁଓକେ ନେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏହେଦେ ଘରଟା ବି ପୁଡ଼ିଯିବାର ଲାଗି ମା’ପୁଓ ନିଅଁାସି ହେଇଯାଇଛନ୍‌। ହେମର ପାସେ ଖାଲି ବିପିଏଲ୍‌ କାର୍ଡ ଖଁଡ଼େ ଥିଲା, ହେଲେ ସେଟା ବି ନିଅଁାରେ ପୁଡ଼ିଯାଇଛେ। ବିପିଏଲ୍‌ କାର୍ଡ ଛଡ଼ା ସେ ଉନିଅଁା କିଛି ସରକାରୀ ସୁବିଧା ସୁଯୋଗ ନାଇଁ ପାଉଥିବାର ଜନାଯାଇଛେ। ନେହେନାବନ୍ଧ ଗଁାବାସୀ ଦିବ୍ୟାଙ୍ଗ ମା’ପୁଓକେ ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

ସମ୍ବଲପୁରରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ୍ ନେତା, ଖୁବଶୀଘ୍ର ହୋଇପାରେ ଘୋଷଣା

ଭୁବନେଶ୍ୱର,୨୪।୩: ବିଜୁ ଜନତା ଦଳ(ବିଜେଡି) ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ଏହାରି ମଧ୍ୟରେ...

କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri