ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ କୁଟ୍ରୁ ଗଁ।ବାସୀ:ଏକା ଝରନ୍‌ ପାଏନ୍‌ ସାହାଭରସା

କୋକସରା,୨୭।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଁଚେତ୍‌ ଆଦିବାସୀ ବହୁଲ ହେଇଥିଲାବେଲେ ପଁଚେତ୍‌ର ଅନେକ ଗଁ। ଜଂଗଲ ଭିତରେ ରହିଛେ। ସେନ୍‌ତା ସାହାଜଖୋଳ ସଂରକ୍ଷିତ ଜଂଗଲ ଭିତରେ ପଁଚେତ୍‌ର ରାଜସ୍ବ ଗଁ। କୁଟ୍ରୁ ରହିଛେ। ହେଲେ ଇ ଗଁ।ରେ ବରଷା ଦିନେ ବି ପିଇଲା ପାଏନ୍‌ର ବଡ଼ଭାରି ଅସବିଧା ଦେଖାଦେଇଛେ।
ସୂଚନା ଅନ୍‌ସାରେ ଜାତୀୟ ରାଜପଥ ୨୬ ଆମପାଣି ଘାଟି ବିରିମୁହାଣ ଛକ୍‌ରୁ ୧୨ କି.ମି. ଅତଡ଼ିଆ ଜଂଗ୍‌ଲି ରାସ୍‌ତା ପାର ହେଲେ ପଡ଼ସି କୁଟ୍ରୁ ଗଁ।। ଗଁ।କେ ଯିବାର ଲାଗି ଫିଦିନଅଁ। ରାସ୍‌ତା ନଁ।ଇଁନ। ବଡ଼ା କଷ୍‌ଟେ ଗଁ।ବାସୀ ଜଂଗଲ ଭିତରେ ଚାଲତି ରାସ୍‌ତାରେ ଯିବାର ଆଏବାର କରୁଛନ୍‌। ଇ ଗଁ।ରେ ଆଦିବାସୀ ଆର ହରିଜନ ସମାଜର ୬୨ଟା ପରିବାରର ପାଖାପାଖି ୫ଶହ ଲୋକ ବାସ୍‌ କରୁଛନ୍‌। ଗଁ।ବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଦୁଇଟା ଇନଟେକ ଓ୍ବେଲ ରହିଛେ, ହେଲେ ସେଟା ଗଁ।ବାସୀକର ଶୋଷ ମେଟେଇ ନାଇଁପାରବାର। ଇଆଡ଼େ ରାସ୍‌ତା ଅଭାବୁ ଗଁ।କେ ନଲ୍‌ଚୁଅଁ। କୁଡ଼ା କାଡ଼ି ଢୁକି ନାଇଁପାରବାର। ଯେନ୍‌ଥିରଲାଗି ଗଁ।ରେ ଆଏଜ୍‌ ବି ଗୁଟେ ନଲ୍‌ଚୁଅଁ। ନଁ।ଇଁନ। ଏନ୍‌ତାଥି ଗଁ।ବାସୀ ଉପେ ଶୂଇନ୍‌ ହେଇ ଗଁ। ପାସେ ଥିବାର ଗୁଟେ ଛୁଟିଆ ଝରନାର ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଛନ୍‌। ହେଲେ ଗଁ।ବାସୀକର ଗଧାବୁଡ଼ା ଲାଗି ପାଏନ୍‌ର ବଡ଼ଭାରି ଅଭାବ ରହିଛେ। ଖରା, ବରଷା, ଶୀତ ସବୁ ମାସେ ଝରନା ପାଏନ୍‌ ଗଁ।ବାସୀକର ଶୋଷ୍‌ ମେଟଉଛେ। ମାସ୍‌କେତେ ତଲେ ଅନୁଷ୍ଠିତ ସାଧାରନ୍‌ ନିରବାଚନ ବେଲେ ଗଁ।ବାସୀ ଗଁ।ରେ ରହିଥିବାର ମଉଲିକ ସମସିଆର ସମାଧାନ ଦାବି କରି ଭୋଟ ବରଜନ କରିଥିଲେ। ଜଂଗଲ ଭିତରେ ଅତଡ଼ିଆ ଅଂଚଲରେ ରହୁଥିବାର ଇ ଅଧିବାସୀମାନକୁ ପରଶାସନ ଆଏଜ୍‌ ବି ଅନ୍‌ଦେଖା କରୁଥିବାର ଗଁ।ବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଗଁ।ବାସୀ ସମସିଆ ବାବ୍‌ଦେ ଜିଲାପାଲକଁର ଅଭିଯୋଗ ଶୁନାନିରେ ବି ଲିଖିତ ଅଭିଯୋଗ କରିଥିବାର ଗଁ।ର ଉଛବ ଠାକୁର, ଗଗନେଶ୍ୱର ଠାକୁର, ସତ୍ୟବତୀ ଦୁର୍ଗା, ମୁଗେ ମାଝୀ, ବୁଦେ ଜାନି, ଧମନତୀ ସୁନାନୀ, ଜଗନ୍ନାଥ ପୁଝାରୀ, ରଘୁମଣୀ ପୁଝାରୀ, ରାମ ମାଝୀ ପରମୁଖ କହିଛନ୍‌। ଇ ବାବ୍‌ଦେ କୋକସରା ବ୍ଲକ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଅଜିତ ସେଠୀକୁଁ ପଚରାଲାରୁ ଏହେଦେ ବରଷା ଦିନର ଲାଗି ଗାଡ଼ି ଯିବାର ସମ୍‌ଭବ ନୁହେ। ବରଷା ଦିନ ପରେ ଗଁ।ରେ ନଲ୍‌ଚୁଅଁ। କୁଡ଼ବାର ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।