Categories: ରାଜ୍ୟ

ପାଟକୁରା ଭୋଟ ଗଣତି Live Updates: ୧୭ ରାଉଣ୍ଡ ସୁଦ୍ଧା ସାବିତ୍ରୀ ୧୭,୫୩୬ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ,୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁ ରହିଛି। ୧୭ ରାଉଣ୍ଡ ଶେଷ ସୁଦ୍ଧା ୧୭,୫୩୬ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୯୪,୨୭୬ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ୭୬,୭୪୦ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିକୁ ୨୦୮୧ ଭୋଟ ମିଳିଛି।