Categories: ଜାତୀୟ

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ମୋଦିଙ୍କ ଆହ୍ବାନ: ପରିବାରକୁ ସୀମିତ ରଖିବା ହିଁ ଦେଶଭକ୍ତି

ନୂଆଦିଲ୍ଲୀ, ୧୫।୮: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଛୋଟ ପରିବାର ଦ୍ୱାରା ଏହି ସମସ୍ୟାର ସଫଳ ନିରାକରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରିବାରକୁ ସୀମିତ ରଖିବା ହିଁ ପ୍ରକୃତ ଦେଶଭକ୍ତି। ତେଣୁ ଦେଶର ପ୍ରତିଟି ବ୍ୟକ୍ତି ଏଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ଉପରେ ସେ ଜୋର୍‌ ଦେଇଛନ୍ତି। ଏହାଦ୍ୱାରା ଦେଶର ବହୁବିଧ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

Share