Posted inଖେଳ

କ୍ରିକେଟରେ ଏହି ୭ ଖେଳାଳିଙ୍କୁ ମିଳିଛି ‘ସର୍‌’ ଉପାଧି

କ୍ରିକେଟ ଖେଳାଳିଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ‘ସର୍‌’ ସମ୍ମାନ। ଖେଲାଳିଙ୍କ ନାଁ ପୂର୍ବରୁ ‘ସର୍‌’ ଲାଗିବା ଗୌରବର କଥା ହୋଇଥାଏ। ବିଶ୍ୱର ୭ ଖେଳାଳିଙ୍କୁ ଏହି ସମ୍ମାନ ମିଳିଛି।

ସର୍‌ ଲିଓନାର୍ଡ ହଟନ
ଇଂଲଣ୍ଡର ପୂର୍ବତନ ଷ୍ଟାର ଖେଳାଳି ସର୍‌ ଲିଓନାର୍ଡ ହଟନ ପ୍ରଥମ ଖେଳାଳି ଭାବେ ୧୯୨୬ ଏହି ଉପାଧି ପାଇଥିଲେ।

ସର୍‌ ଜ୍ୟାକ୍‌ ହବ୍ସ
ଇଂଲଣ୍ଡର ପୂର୍ବତନ ଷ୍ଟାର ଖେଳାଳି ଜ୍ୟାକ୍‌ ହବ୍ସଙ୍କୁ ସର୍‌ ଉପାଧି ମିଳିଥିଲା। ସେ ଇଂଲଣ୍ଡ ପାଇଁ ୬୧ଟି ଟେଷ୍ଟ ଖେଳି ପାଖାପାଖି ୫୭ ଆଭରେଜ୍‌ରେ ୫୪୧୦ ରନ କରିଥିଲେ। ଏଥିରେ ୧୫ଟି ଶତକ ଏବଂ ୨୮ ଅର୍ଦ୍ଧଶତକ ହାସଲ କରିଥିଲେ।

ସର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌
ଅଷ୍ଟ୍ରେଲିଆର ପ୍ରସିଦ୍ଧ ଖେଳାଳି ସର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ସର୍‌ ଉପାଧି ମିଳିଥିଲା। ସେ ୫୨ଟି ଟେଷ୍ଟ ଖେଲି ୯୯.୯୪ ହାରରେ ୬୯୯୬ ରନ୍‌ କରିଥିଲେ। ଏଥିରେ ୨୯ ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ସର୍‌ ଗ୍ୟାରି ସୋବର୍ସ
ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସର୍‌ ଗ୍ୟାରି ସୋବର୍ସଙ୍କୁ ସର୍‌ ଉପାଧି ମିଳିଛି। ସେ ଦେଶ ପାଇଁ ୯୩ ଟି ଟେଷ୍ଟ ଖେଳି ୮୦୩୨ ରନ କରିଥିଲେ।

ସର୍‌ ଭିଭିଆନ୍‌ ରିଚାଡର୍‌ସ
ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସର୍‌ ଭିଭିଆନ୍‌ ରିଚାଡ୍ସର୍ର୍ଙ୍କୁ ସର୍‌ ଉପାଧି ମିଳିଥିଲା। ସେ ୧୨୧ଟି ଟେଷ୍ଟ ଖେଳି ୮୫୪୦ ରନ୍‌ କରିଛନ୍ତି।

ସର୍‌ ଇଆନ୍‌ ବୋଥାମ୍‌
ଇଂଲଣ୍ଡ ପୂର୍ବତନ ପେସ୍‌ ବୋଲର ଇଆନ୍‌ ବୋଥାଙ୍କୁ ମଧ୍ୟ ସର୍‌ ଉପାଧି ମିଳିଛି।

ସର୍‌ କର୍ଟଲି ଏମ୍ବ୍ରୋସ
ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ବୋଲର ସର୍‌ କର୍ଟଲି ଏମ୍ବ୍ରୋସଙ୍କ ସର୍‌ ଉପାଧି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର ଏକତରଫା…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri