କିପରି ଦେଖାଯିବେ ଷ୍ଟାଇଲିଶ୍‌

ଆଉ ଦିନ କେଇଟା ପରେ ଶୀତଦିନ ଆସିବ । ଏହି ଦିନରେ କିପରି ଷ୍ଟାଇଲିଶ୍‌ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ…

– ଆପଣ ଜିନ୍ସ ବଦଳରେ ମ୍ୟାକ୍ସି ସ୍କର୍ଟ କ୍ୟାରି କରିପାରିବେ। ଏହାକୁ ପିନ୍ଧିଲେ ଅଧିକ ଥଣ୍ଡାରେ ଆପଣ ଷ୍ଟାଇଲିଶ୍‌ ଲାଗିବେ। କାଜୁଆଲ ଆଉଟିଂ ହେଉକି ଲଞ୍ଚ ଡେଟ୍‌,ଏହି ସ୍କର୍ଟ ଆପଣଙ୍କୁ ଟ୍ରେଣ୍ଡି ଓ ଗ୍ଲାମର୍ସ ଲୁକ୍‌ ଦେବ। ଏହା ସହିତ ଆପଣ ଲଙ୍ଗ ଓ ରେଗୁଲାର ଦୁଇ ପ୍ରକାର ଜ୍ୟାକେଟ୍‌ ପିନ୍ଧିପାରିବେ।
– ଟ୍ରେଣ୍ଡି ଲୁକ୍‌ ପାଇଁ ଡେନିମ୍‌ ମ୍ୟାକ୍ସି ସ୍କର୍ଟ ପିନ୍ଧିପାରିବେ। ଏହା ଫ୍ରଣ୍ଟରେ ବଟନ୍‌ ଦିଆଯାଇଛି ଯାହାକୁ ଆପଣ ନିଜ ହିସାବରେ ଷ୍ଟାଇଲ୍‌ କରିପାରିବେ।
-ଇଣ୍ଡୋ ଓ୍ବେଷ୍ଟର୍ନ ଲୁକ୍‌ ପାଇଁ ଆପଣ ବ୍ଲୁ ଓ ଗ୍ରୀନ୍‌ ଫ୍ଲୋରାଲ ପ୍ରିଣ୍ଟ ମ୍ୟାକ୍ସି ସ୍କର୍ଟ କ୍ୟାରି କରନ୍ତୁ।
-ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଷ୍ଟ୍ରାଇପ୍ଡ ମ୍ୟାକ୍ସି ସ୍କର୍ଟ ବେଷ୍ଟ। ଏହା ସହ ସ୍ଲିଟସ୍‌ ଟିଟେଲିଙ୍ଗ ଦିଆହୋଇଛି।
-କୁଲ୍‌ ଓ କାଜୁଆଲ୍‌ ଲୁକ୍‌ ପାଇଁ କଣ୍ଟ୍ରାଷ୍ଟ ବ୍ଲକ୍‌ ପ୍ରିଣ୍ଟ ସ୍କର୍ଟ ପିନ୍ଧନ୍ତୁ। ଏହି ଫ୍ଲୋଇ ମ୍ୟାକ୍ସି ସ୍କର୍ଟକୁ ଆପଣ କେଉଁଠି ବି କ୍ୟାରି କରିପାରିବେ। ଏହା ଆପଣଙ୍କୁ ରିଫ୍ରେଶିଂ ଲୁକ୍‌ ଦେବ।
-ଭିନ୍‌ଟେଜ୍‌ ଲୁକ୍‌ ପାଇଁ ସାଇଡ୍‌ ବଡନ୍‌ ପ୍ରିଣ୍ଟେଡ୍‌ ପ୍ୟାନେଲ୍‌ଡ ମ୍ୟାକ୍ସି ସ୍କର୍ଟ ଚୟନ କରନ୍ତୁ। ସ୍ଲିମ୍‌ ଲୁକ୍‌ ପାଇଁ ଏହା ବେଷ୍ଟ । ଏହାକୁ ପିନ୍ଧିଲେ ଆପଣ ପୂର୍ବାପେକ୍ଷା ଡେଙ୍ଗା ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri