Categories: ଜାତୀୟ

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟ ଦଳ୯୮ ଆସନରେ ଆଗୁଆ ରହିଛନ୍ତି। ଫଳରେ କେନ୍ଦ୍ରରେ କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।

Share